୪୦୭ଦିନରେ କଳାହାଣ୍ଡିରୁ ଗଡ଼ିଲା କରୋନା ସଚେତନତା ରଥ।

722 0

କଳାହାଣ୍ଡି:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମାର୍ଚ୍ଚ ୨୨ ତାରିଖ ୨୦୨୦ମସିହାଠାରୁ ଦେଶର ବିଭିନ୍ନ ଅଞ୍ଚଳରେ ମହାମାରୀ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆଜକୁ ନିରବଛିନ୍ନ ଭାବରେ ୪୦୭ଦିନ ଧରି ଚାଲିଥିବା ବେଳେ ଆଜି ସାଧାରଣ ଜନତାଙ୍କୁ ସଚେତନ ଓ ଲକଡାଉନ ସମୟରେ ଅସହାୟ ବୃଦ୍ଧ ବୃଦ୍ଧା,ପାଗଳା ପାଗିଳିମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଏକ “ସଚେତନତା ରଥ” ବାହାରିଥିବାର ଦେଖିବାକୁ ମିଳିଛି।

ଏହି ରଥ ଜିଲ୍ଲାର ସମସ୍ତ ଗାଁ-ଗାଁ ବୁଲିବା ସହ ଲୋକମାନଙ୍କୁ ସଚେତନ କରିବ ବୋଲି ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।କଳାହାଣ୍ଡି ଜିଲ୍ଲାରେ ଏହିକାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସଂଯୋଜକ କମଳ ଚଣ୍ଡି,କଳମପୁର ବ୍ଲକ ସଂଯୋଜକ ଭବାନୀ ଶଙ୍କର ଧାଙ୍ଗଡ଼ମାଝୀ,ଜିତେନ୍ଦ୍ର ଛତ୍ରିୟା,କୃଷ୍ଟ ବାଗ,ତପନ ବାଗ,କୁଞ୍ଜ ରାଉଥ, ଦୁର୍ବଳ ମାଝୀ,ପଦ୍ମନାଭ ମାଝୀ ଆଦି ସହାୟତା କରୁଥିବାର ଦେଖିବାକୁ ମିଳିଛି।

Related Post

ମାଓବାଦୀ ଙ୍କ ଶହୀଦ ସପ୍ତାହ କୁ ନେଇ ପୋଲିସ ର ସତର୍କତା

Posted by - December 7, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳରେ ପୋଲିସ ତରଫରୁ ମାଓବାଦୀ ଙ୍କ ସହିଦ ସପ୍ତାହ କୁ ନେଇ ବେଶ ସତର୍କ ଥିବା ଦେଖା ଯାଇଛି…

ବାଲି ବୋଝେଇ ଟ୍ରାକ୍ଟର ଦ୍ୱାରା ଦୁର୍ଘଟଣା ଶୀକାର ହେଲା ତହସିଲଦାରଙ୍କ ଗାଡି

Posted by - November 26, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ଚୋରା ବାଲି ଚାଲାଣ ରୋକିବାକୁ ଯାଇ ବାଲି ବୋଝେଇ ଟ୍ରାକ୍ଟର ଦ୍ୱାରା ଦୁର୍ଘଟଣା ଶୀକାର ହେଲା ତହସିଲଦାରଙ୍କ ଗାଡି । ଆଉ ଅଳ୍ପକେ ବର୍ତିଲେ ତହସିଲଦାର…

ହୃଦ ଘାତରେ ସାମ୍ବାଦିକଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

Posted by - December 20, 2021 0
ବାଲେଶ୍ଵର:(ପ୍ରଭାକର ମଲ୍ଲିକ )ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ନେପୁରା ଗ୍ରାମର ସାମ୍ବାଦିକ ମୃତ୍ୟୁଞ୍ଜୟ ଦେ(୫୬)ଙ୍କ ଆଜି ହୃଦଘାତରେ ମୃତ୍ୟୁ ଘଟିଛି।ସ୍ବର୍ଗତ ଦେଙ୍କ ପତ୍ନୀ ବୃନ୍ଦାବତୀ କେଉଁଝରରେ ଶିକ୍ଷକତା…

କବି ଚକ୍ରବର୍ତ୍ତୀ ଲାଲ ରତ୍ନାକର ସିଂହ ଶ୍ରଦ୍ଧାଞ୍ଜଳୀ ସଭା

Posted by - January 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ରେଙ୍ଗାଲି ମହାବୀର ଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ରାଜିବ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ କବି ଚକ୍ରବର୍ତ୍ତୀ ଲାଲ…

୨୮ ତାରେିଖର ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଯୁବ ଉତ୍ସବ

Posted by - October 18, 2022 0
ଯାଜପୁର :ଆସନ୍ତା ଅକ୍ଟାବର ୨୮ ତାରେିଖର ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଯୁବ ଉତ୍ସବ –୨୦୨୨ ଅନୁଷ୍ଠିତ ହେବ Iଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସେରର ଅନୁଷ୍ଠିତ ହେବାକୁ ଏହି ସମୋରୋହର ଜିଲାର ଯୁବ ପ୍ରତିଭା ମୋନ ଅଂଶଗ୍ରହଣ କରେିବ ଯୁବ ପ୍ରତିଭା ମାନଙ୍କ ମେଧ୍ୟର ବିଭିନ୍ନ ପ୍ରକାର କାଯ୍ୟର୍କ୍ରମ ଆୟାଜନ ହେବ । ଏହି ଉପେଲକ୍ଷ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳେୟର ସୂଚନା ଦିଆଯାଇଛି  ଏହି ସାମ୍ବାଦିକ ସମ୍ମିଳନେୀର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଳିକ,ନହରୁ ଯୁବ କେନ୍ଦ୍ରର ଅଧିକାରୀ ସୂଚନା ଦେଇଥେିଲ । ଦେଶ ସ୍ୱାଧିନତା ଦିବସର ୭୫ ବର୍ଷ ପୂର୍ତି ଅବସେରର ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଏଭଳି ଆୟାଜନ କରାଯିବା ପାଇଁ ନିଷ୍ପତି ହୋଇଛି ।