ଆଦ୍ୟଶକ୍ତି ଜଗତଜନନୀ ମହାମାୟା ମନ୍ଦୀରର ବାର୍ଷିକୋତ୍ସବ ଅନୁଷ୍ଠିତ

593 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ କେତକିଆଁ ପାଟଣା ଗ୍ରାମରେ ଆଦ୍ୟଶକ୍ତି ଜଗତଜନନୀ ମହାମାୟା ମନ୍ଦୀରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋମଯଜ୍ଞ,ନାମ ସଂକିର୍ତନ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବାକୁ ଆଖପାଖ ଅଂଚଳର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବିଶ୍ୱାସ ରହିଛି ମହାମାୟାଙ୍କ ବାର୍ଷିକୋତ୍ସବ ଦର୍ଶନ କଲେ ନିଜର ମନସ୍କାମନା ପୁରଣ ହୋଇଥାଏ । ସେଥିପାଇଁ ଆବାଳ ବୃଦ୍ଧ ବନିତା ଙ୍କ ଭିଡ ହୋଇଥିଲା । ଅନାଦୀ ଚରଣ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକୋତ୍ସବରେ ଆଖପାଖ ଅଂଚଳର ସଂକିର୍ତନ ଦଳ ଅଂଶଗ୍ରହଣ କରିଥିଲେ । ଶେଷରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Related Post

ବାରିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର

Posted by - June 8, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ପାଇଁ ସବୁ ଆଡେ ଲକ ଡାଉନ ଜାରି ରହିଥିବା ବେଳେ ସେଲନ ଗୁଡିକୁ ଖୋଲିବା ପାଇଁ ଅଦ୍ୟାବଧି ଅନୁମତି ମିଳିନାହିଁ। ଫଳରେ…

ଦେଢ଼ମାସ ପରେ ବି ସାରିଲା ନାହି ହାଟପଦା ପଡ଼ା ନାଳ ନିର୍ମାଣ କାମ,ଦୋକାନୀ ,ଜନସାଧାରଣ ଅସୁବିଧାର ସମ୍ମୁଖିନ

Posted by - January 9, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ହାଟପଦାପଡ଼ା ବଜାର ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କୁ ଜବର ଦଖଲ ଉଚ୍ଛେଦ କରାଇବା ସହ ନାଳ ନର୍ଦ୍ଦମା…

ମାଥିଲି ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟରେ କୋଭିଡ ଟେଷ୍ଟ

Posted by - January 7, 2022 0
ମାଥିଲି:(ଅବଦୁଲ ଗନି)ଶୁକ୍ରବାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟ ଠାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଓ…

ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Posted by - July 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।…