ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ

556 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗାଁ ରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ପାଲଟପୁର ପଂଚାୟତ ରେ ହେମନ୍ତ ମଳିକ ନାମକ ଯୁବକ ଗାଁ ରେ କଟୁରି ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଭିଡିଓ ଭାଇରଲ ହୋଇଛି।

ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀ ମଙ୍ଗଳପୁର ଥାନା ରେ ଗତକାଲି ଠାରୁ ଧାରଣା ରେ ବସି ରହିଛନ୍ତି। ଅଭିଯୁକ୍ତ କୁ ଗିରଫ କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Related Post

ଅନୁଗୁଳରେ ବେକାବୁ ହେଉଛି କରୋନା: ୯ ପଞ୍ଚାୟତ ସଟଡାଉନ,ଜିଲ୍ଲାପାଳଙ୍କ ମୁଖ୍ୟ ଡାକ୍ତରଖାନା ପରିଦର୍ଶନ

Posted by - July 16, 2020 210
ଅନୁଗୁଳ:( ମହେଶ ଭୋମରାଜ) ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ଗମ୍ଭୀର ହୋଇ ଚାଲିଛି । ପ୍ରତ୍ୟେକ ଦିନ କିଛି ନା କିଛି ରୋଗୀ ଚିହ୍ନଟ ହେଉଛନ୍ତି…

ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ

Posted by - October 8, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ । ସ୍ତାନୀୟ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତିକା…

ବିରମହାରାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

Posted by - October 25, 2021 0
ସୋନପୁର:( ଅଜିତ୍ କୁମାର୍ ପୁଝାରି)କଳାହାଣ୍ଡି ମାହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଦିନ କୁ ଦିନ ବଢୁଛି ଜନ ଅସନ୍ତୋଷ…

କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର

Posted by - February 25, 2019 0
ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀ ପ୍ରସାଦ ଦାସ ଓରଫ ଲିଟୁ ଦାସ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଲିଟୁକୁ ଗୁରୁତର ଅବସ୍ଥାରେ…

କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଧୁଳି ଧୁଆଁ ରେ ଅତିଷ୍ଟ ଗ୍ରାମବାସୀ କଲେ ରାସ୍ତାରୋକ

Posted by - April 19, 2020 233
କେନ୍ଦୁଝର:(ସୀତାରାମ ଦିକ୍ଷୀତ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼କାଳିମାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଳିମାଟି ଛକ ରେ ଆଜି ଗ୍ରାମବାସୀ ମାନେ ଧୂଳି ଧୁଆଁ ରେ ଘର…