ଯାଜପୁର କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ଯ୍ୟଲୟ ସମ୍ମୁଖରେ ଧାରଣା 

268 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )

ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା  ବିଦ୍ୟୁତ ଦର ପ୍ରତିବାଦରେ ଯାଜପୁର କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣା ରେ କଂଗ୍ରେସ ନେତା ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା କୋରନା ସମୟରେ ଲୋକଙ୍କୁ ବିଦ୍ୟୁତ ଦର ବୃଦ୍ଧି କରାଯାଇ ନିର୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ

 ବିଭିନ୍ନ ଘରୋଇ କମ୍ପାନୀ ହାତ କୁ ବିଦ୍ୟୁତ ବିଭାଗ କୁ ଟେକି ଦେବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଥିଲେ ତୁରନ୍ତ ବିଦ୍ୟୁତ ଦର ପ୍ରତ୍ୟାହୃତ  ହେଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ନେତା ମାନେ ଚେତାବନୀ ଦେଇଛନ୍ତି

Related Post

ଭାରତୀୟ ଜନତା ପାର୍ଟି ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

Posted by - July 14, 2022 0
ଧର୍ମଗଡ଼: ତା୧୪/୭/୨୨:( ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ସ୍ଥାନିୟ ରାଜ ଲଜ ଠାରେ ନଗର ମଣ୍ଡଳ ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ…

ଭୁବନେଶ୍ବର ରେ ଗରଜିଲେ ମୋଦୀ

Posted by - April 17, 2019 42
ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ…

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ନାର୍ଯ୍ୟଦାବୀ ସମୂହ ପ୍ରଦାନ କଲା ଜିଲ୍ଲା କଂଗ୍ରେସ

Posted by - December 1, 2021 0
ବୌଦ୍ଧ :(ସମରେଶ ମିଶ୍ର )ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀ ନବ କୁମାର ମିଶ୍ର ଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇ…

ବୌଦ୍ଧ ଜିଲ୍ଲା ବିଜେଡି ର ବିଭିନ୍ନ ସ୍ଥାନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Posted by - December 25, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବିଜେଡିର ପଂଚାୟତ ନିର୍ବାଚନ ନିମନ୍ତେ ବିଭିନ୍ନ ସ୍ଥାନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ନରେ ବୌଦ୍ଧ ପୂର୍ତ୍ତ ଡାକବଙ୍ଗଳା ଠାରେ…

ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନ ର ସେବା, ସୁଶାସନ ଓ ଗରିବ କଲ୍ଯାଣ ପକ୍ଷ ର ଜନ ସମ୍ପର୍କ ଯାତ୍ରା

Posted by - June 13, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନ ର ସେବା,…