ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

965 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଭୁଇଁପୁର ପଂଚାୟତର କତରାପୁର ପ୍ରାଇମେରୀ ସ୍କୁଲ ପରିସର ରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ଶିବିରକୁ ଉଦଘାଟନ କରି ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଜିଲାରେ ରକ୍ତ ସଙ୍କଟ ଦୁର କରିବା ପାଇଁ ଅଶୋକ ଫାଉଣ୍ଡେସନ ପକ୍ଷରୁ ସାପ୍ତାହିକ ରକ୍ତଦାନ ଆୟୋଜନ କରାଯାଉଛି।

Related Post

ପାତାଳି ରୁ ଶ୍ରୀକ୍ଷେତ୍ର.ତୁଳସୀ ରଥ, ହରଭଙ୍ଗା ବ୍ଲକ ରେ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

Posted by - November 14, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜଗତର ନାଥ ଶ୍ରୀକ୍ଷେତ୍ର ବାସି ଶ୍ରୀ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ପାଇଁ ବହୁ ପୁରାତନ ପାତାଳି ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ରୁ ପୁଷ୍ପ…

କଳାହାଣ୍ଡି ର ଅଦିମ ପରାମ୍ପରାଟୋକିମରା ର ଆଦ୍ୟ ପର୍ବ ପୋଡ଼ପୂଜା ସମ୍ପର୍ଣ୍ଣ

Posted by - November 16, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ର ଆଦିମ ଜନଜାତି ର ଟୋକୀ ମରା ପରମ୍ପରା ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଡଙ୍ଗରିଗୁଡ଼ା…

ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ

Posted by - November 24, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ତନରଡା ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି I ବିଦ୍ୟାଳୟରେ ଆୟୋଜିତ ଏକ ଅଭିଭାବକ ସମ୍ମିଳନୀରେ…

ପବିତ୍ର ମହମ୍ମଦଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର

Posted by - October 10, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପବିତ୍ର ମହମ୍ମଦଙ୍କ ଜନ୍ମ ଦିବସରେ ଜିଲ୍ଲାରେ ପ୍ରଥମ ଥର ପାଇଁ  ମୁସଲିମ ୟୁଥ କ୍ଲବ ପକ୍ଷରୁ ସ୍ଥାନୀୟ ବିରଜା ମହିଳା ମହାବିଦ୍ୟାଳୟ…

ନବରଙ୍ଗପୁର ଜିଲ୍ଲା ସଦରରେ ସାମ୍ବାଦିକଙ୍କ ଦ୍ୱାରା ରନ୍ଧାଖାଦ୍ୟ ବଣ୍ଟନ

Posted by - June 27, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)କୋରନା କଟକଣା କୁ ନେଇ ସପ୍ତାହର ଶନିବାର ଓ ରବିବାର ନବରଙ୍ଗପୁର ସଟ ଡାଉନ ରହିବା ଫଳରେ ସମସ୍ତ ହୋଟେଲ, ବଜାର ଉଠାଦୋକାନ ବନ୍ଦ…