Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଗାଡି ଓଲଟି ଜଣେ ମୃତ ୬ ଜଣ ଗୁରୁତର ।

419 0

ଯାଜପୁର: ଟାଉନ ଥାନା ଅନ୍ତର୍ଗତ କମାଗଡ଼ ଠାରେ ଗାଡି ଓଲଟିବା ଫଳରେ ଜଣେ ଯୁବତୀର ମୃତ୍ୟୁ ହୋଇଥିବା ସ୍ଥଳେ ଡ୍ରାଇଭର ସମେତ ୬ ଜଣ ଗୁରୁତର ଭାବେ ଆଘାତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ।ସେମାନେ ନୃତ୍ୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ପଲଟି ଯାଇଥିଲା। ଖବର ପାଇ ଟାଉନ ଥାନା ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

Related Post

ଦାହ୍ୟା ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତମହୋତ୍ସବ ଅବସରରେ ଆଲୋଚନାଚକ୍ର

Posted by - August 7, 2021 0
ବୌଦ୍ଧ (ଚିତ୍ତରଞ୍ଜନ ସିଂ)- ଅଗଷ୍ଟ ୧୫ କୁ ଆମ ଦେଶ ସ୍ୱାଧୀନତାର 75ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ଆଜାଦିକା ଅମୃତ ମହୋତ୍ସବ ୭୫ ସପ୍ତାହ ପୂର୍ବରୁ…

କେସିଙ୍ଗା ଆଦର୍ଶ ବିଦ୍ଯାଳୟ ରେ ରାଷ୍ଟ୍ରୀୟ କିଶୋର ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ

Posted by - May 29, 2022 0
କେସିଙ୍ଗା:(ପୀତେଶ ପଟେଲ )ମେ ମାସର 28 ତାରିଖ ବିଶ୍ବ କିଶୋର ଋତୁସ୍ରାବ ସ୍ବଚ୍ଛତା ଦିବସ ରୁପେ ପାଳିତ ହୋଇଥାଏ। ଆଜି କେସିଙ୍ଗା ଆଦର୍ଶ ବିଦ୍ଯାଳୟ ଠାରେ ସକାଳ…

ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉନ୍ନତି ଦାବୀ କଲେ ନାଗରିକ ମଞ୍ଚ

Posted by - May 26, 2022 0
ସୋନପୁର :(ଅଜିତ କୁମାର ପୂଜାହାରି) ମନ୍ଦିରମାଳିନୀ ସୁବର୍ଣ୍ଣପୁର ଏକ ଐତିହାସିକ  ସଂସ୍କୃତି,ପରମ୍ପରା ସମ୍ପନ୍ନପ୍ରାଚୀନ ଓ ପବିତ୍ର ଦେଵଭୂମି ଅଟେ। ତେଣୁ ଏହାର ବିକାଶ ପାଇଁ ଏବେ ଜିଲ୍ଲା…

ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ମୋ ସରକାର ହେଲ୍ପ ଡେସ୍କ

Posted by - February 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟରେ ପଂଚାୟତିରାଜ ବିଭାଗ କୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ…

ଯାଜପୁର ଭବାନିଗଞ୍ଜରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶବିର

Posted by - July 19, 2020 0
ଯାଜପୁର ଅଫିସ : ଆଜି ଯାଜପୁର ନଗର ଭାବନିଗଞ୍ଜ ଠାରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ପୂର୍ବ  ପାରିଷଦ ଦୀପକ କୁମାର…