Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଚିନ୍ମୟ ଫାଉଣ୍ଡେସନକୁ ମିଳିଲା ବିଶ୍ୱବନ୍ଧୁ ସେବା ସମ୍ମାନ

659 0

ଯାଜପୁର: ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନକୁ ଆଜି ଯାଜପୁର ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡସ ପକ୍ଷରୁ ବିଶ୍ୱବନ୍ଧୁ ସମ୍ମାନ-୨୦୨୧ରେ ସମ୍ବର୍ଦ୍ଧିତ କରାଯାଇଅଛି।ଏହି ଅବସରରେ ସ୍ଥାନୀୟ ମୁଗୁପାଳ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ଏକ ବର୍ଣାଢ୍ୟ ମହୋତ୍ସବରେ ମୁଖ୍ୟଅତିଥି ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି,ମୁଖ୍ୟବକ୍ତା ଚିନ୍ମୟୀ ଦାସ,ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ଷଡଙ୍ଗୀ ଓ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟ ମାନେ ମଞ୍ଚରେ ଉପସ୍ଥିତ ରହି ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ସଂଯୋଜକ ମାଷ୍ଟର ମିହିର କୁମାରଙ୍କୁ ମାଲ୍ୟପୁଷ୍ପ,ଉପଢୌକନ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ।

ପ୍ରକାଶ ଥାଉକି ଆଜକୁ ଦୀର୍ଘ ୩୭୫ଦିନ ଧରି ଚିନ୍ମୟ ଫାଉଣ୍ଡେସନ ନିରଵଛିନ୍ନ ଭାବରେ ସମଗ୍ର ଦେଶର କୋଣାନୁକୋଣରେ ମହାମାରୀ କରୋନାର ସଚେତନତା ସୃଷ୍ଟି ସହ ଗରିବ ଅସହାୟ ମାନଙ୍କୁ ସହାୟତାର ହାତ ବଢ଼ାଇ ସମଗ୍ର ବିଶ୍ୱର ଗଣମାଧ୍ୟମ ମାନଙ୍କରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାର ଦେଖିବାକୁ ମିଳିଛି।

Related Post

ମା ବିରଜା ଙ୍କ ରଥ ଟଣା ଆରମ୍ଭ

Posted by - September 29, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ…

ମନୋଜ ରଥ ରଚିତ ” ଅବାଞ୍ଛିତ କୁରୁକ୍ଷେତ୍ର” ଏକାଡେମୀ ପୁସ୍ତକ ” ନାଟକ ସମଗ୍ର ” ରେ ସ୍ଥାନିତ

Posted by - March 15, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ମାଟି ର ନାଟ୍ୟକାର ମନୋଜ ରଥ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ,” ଅବାଞ୍ଛିତ କୁରୁକ୍ଷେତ୍ର” ବର୍ତ୍ତମାନ…

କୃଷ୍ଠାଶ୍ରମରେ କମ୍ବଳ ବଣ୍ଟନ

Posted by - January 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଆଜି ଦୁର୍ଗା ପାଲି ସ୍ଥିତ କୁଷ୍ଠାଶ୍ରମ ଠାରେ ବିଜୁ ଯୁବ ଜନତା ଦଳ ସମ୍ବଲପୁର ତରଫରୁ କମ୍ବଳ ବଣ୍ଟନ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ…

ଭତରା ଗାନ୍ଧୀ ମନ୍ଦିରେ ଗଣ ସଫେଇ କାର୍ଯ୍ୟକ୍ରମ

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା କାଲି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ପକ୍ଷରୁ ଭତରା ସ୍ଥିତ ଭାରତର ପ୍ରସିଦ୍ଧ…