Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବନ୍ୟା ବେଳେ ଲୋକ ଙ୍କୁ ଦେଲେ ନାହିଁ, ପରେ ବାହାରେ ପକେଇଲେ

292 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଗତ ମହାବନ୍ୟା ରେ ବରୀ ବ୍ଲକ ବ୍ୟାପକ କ୍ଷତି ଗ୍ରସ୍ତ ହୋଇଥିଲା । ବରୀ ଅଞ୍ଚଳର ଲୋକ ମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ମାନଙ୍କ ଖାଦ୍ୟ ନିମନ୍ତେ ସରକାର ଙ୍କ ତରଫରୁ ଆସିଥିଲା ଚୁଡ଼ା , ଗୁଡ଼ ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆସିଥିଲା ।

ମାତ୍ର ଏହି ଶୁଖିଲା ଖାଦ୍ୟକୁ କାହାରିକୁ ଦିଆଯାଇ ନଥିଲା । ମାତ୍ର ସଂପୃକ୍ତ ଶୁଖିଲା ଖାଦ୍ୟ ବଣ୍ଟନ ଦାୟିତ୍ଵ ରେ ଥିବା ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଏହା ବନ୍ୟା ପ୍ରଭାବିତ ଙ୍କୁ ବଣ୍ଟନ କରାନଯାଇ ଗଛିତ ରଖାଯାଇଥିଲା।

ବନ୍ୟା ଛାଡ଼ିବା ର ୭ ରୁ ୮ ମାସ ପରେ ଆଜି ତାହା ବରୀ ବ୍ଲକ ର ପଛ ପାଖରେ ଥିବା ପୋଖରୀ ରେ ଫୋପଡ଼ା ଯାଉଥିବା ଦେଖିକୁ ମିଳିଥିଲା । ଆଜି ସରକାରି ଛୁଟି ଦିବସ ଥିବା ବେଳେ କାହା ନିର୍ଦେଶ ରେ ଗଛିତ ଥିବା ଚୁଡ଼ା ଗୁଡ଼ କୁ ବ୍ଲକ୍ ପରିସର ରେ ଥିବା ଗଢ଼ିଆ ରେ ପୋତାଗଲା ତାହା ତଦନ୍ତ ସପେଖ୍ୟା ।

ଏଠାରେ ପ୍ରଶ୍ନ ଉଠେ ବନ୍ୟା ସମୟ ରେ ବହୁ ଗରିବ ଲୋକ ଭୋକ ଉପାସରେ ଅନ୍ୟ କାହା ଛାତ ଉପରେ ନଦୀ ବନ୍ଧ ଉପରେ ମାସ ମାସ ଧରି ଦିନ କାଟୁଥିବା ବେଳେ ଉକ୍ତ ଚୁଡ଼ା ଗୁଡ଼ କୁ ଗଛିତ ରଖାଯାଇଥିଲ କାହା ସ୍ୱାର୍ଥରେ ରଖାଯାଇଥିଲା ତାହା ଏବେ ତଦନ୍ତ ସlପେଖ୍ୟ । ବରୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସବୁ କାର୍ଯ୍ଯ କ୍ରମ ରେ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟୁଥିବା ବେଳେ ସରକାରୀ ଛୁଟି ଦିବସ ରେ ଗଛିତ ଥିବା ଚୁଡ଼ା ଗୁଡ଼ କୁ ପୋତା ଯିବା ଘଟଣା ବରୀ ବ୍ଲକ ପ୍ରଶାସନ ର ସ୍ୱଚ୍ଛତା କୁ ପାଦରେ ପକାଇଛି।

ଏଠାରେ ପ୍ରଶ୍ନ ଉଠେ ବନ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ଚୁଡ଼ା ଗୁଡ଼ କାହା ଦାୟିତ୍ଵ ରେ ଥିଲା ଓଏହା କାହା ନିର୍ଦେଶ ରେ ଲୋକ ମାନଙ୍କୁ ବଣ୍ଟା ନ ଯାଇ ଗଛିତ ଥିଲା ତାହା ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣ ରେ ଦାବି ହୋଇଛି।

Related Post

ନିଗମ ଓ ସରକାରୀ ଉଦ୍ୟୋଗ ଅଧ୍ୟକ୍ଷ ଓ ପରାମର୍ଶ ଦାତା ପଦ ରଦ୍ଧ

Posted by - June 5, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କୁ ନେଇ ସମଗ୍ରରାଜ୍ୟ ରାଜ୍ଯ ରାଜନୀତି ସରଗରମ ରହିଥିବା ବେଳେ ନବୀନ ସରକାର…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 16, 2021 0
ନୂଆପଡା:(ମେଘନାଦ ନାଏକ)ଆଜି ନୂଆପଡା ସଦଭାବନା ସଭା ଗୃହ ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏ ଅବସର ରେ ମୁଖ୍ୟ ଅତିଥିରୁପେ ଅତିରିକ୍ତ ଜିଲ୍ଲାପାଳ…

ସମାପ୍ତ ହେଲା ପୌର ନିର୍ବାଚନ,ନିଜ ୱାର୍ଡ ରେ ଭୋଟ ଦେଲେ ପ୍ରଣବ ପ୍ରକାଶ ଦାସ

Posted by - March 24, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯାଜପୁର ପୌରାଚଂଳର…

୨୦୨୨ ସୁ୍‌ଦ୍ଧା ଯାଜପୁର ହେବ ମେଡିକାଲ ହବ

Posted by - November 19, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ମେଡିକାଲ କଲେଜ ଭିତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ,କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତି ହୋଇଥିଲା ଭିତିଭୂମି ର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରାଯିବ ,ସେହିପରି ଯାଜପୁର ଜିଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଂଟର ଏବଂ ଜିଲା ସଦର ମହକୁମା ରେ ୨ୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲା ମେଡିକାଲ ହବ ହେବାକୁ ଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

ଗ୍ୟାସ ବିତରଣ କେନ୍ଦ୍ର ର ଖାମଖିଆଲ ମନୋଭାବ ଯୋଗୁଁ ହଇରାଣ ହେଉଛନ୍ତି ଗ୍ରାହକ

Posted by - April 17, 2020 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଂଚାୟତ କମ୍ପଗଡ ରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ର ଅନୁପମ ଗ୍ୟାସ ବିତରଣ କେନ୍ଦ୍ର…