ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ

673 0

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଂଚୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ କଲେ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଏହି ଅବସରରେ ପଂଚାୟତ ବିଜେଡି ସଭାପତି ଗୋଲଖ ବେହୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଦଶରଥପୁର ପଂଚାୟତ ସମିତି ଅଧକ୍ଷା ସୁଜାତା ସାହୁ, ୬ ନଂ ଜିଲ୍ଲା ପରିଷଦ ସଭ୍ୟା ରଂଜିତା ରାଉତ, ୭ ନଂ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ସରପଞ୍ଚ ସଂଜୁଳତା ମଲ୍ଲିକ, ସମିତି ସଭ୍ୟା ପ୍ରମିଳା ଯେନା, ପୂର୍ବତନ ସରପଞ୍ଚ ପ୍ରଦୀପ ମହାନ୍ତି, ଗୌରାଙ୍ଗ ରାଉତ,ନିନାରାଣୀ ସାମଲ,ଧୀରେନ୍ଦ୍ର ମଲ୍ଲିକ ,ଖାନନଗର ସରପଞ୍ଚ ପ୍ରଶାନ୍ତ ସାହୁ, ଥାଲୁକୁଡି ସରପଞ୍ଚ ଆନନ୍ଦ ବାରିକ, ଯୁବନେତା ପ୍ରିୟବ୍ରତ ବିଶ୍ୱାଳ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଏବଂ ସମର୍ଥକ ଯୋଗ ଦେଇଥିଲେ।

ଏହି ଅବସରରେ ବିଧାୟିକାଙ୍କୁ ସ୍ୱାଗତ କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ପଂଚାୟତର ଶତାଧିକ ମହିଳା ଉପସ୍ଥିତ ରହି ବିଧାୟିକା ଶ୍ରୀମତି ମାଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ ।

Related Post

ହରିପୁର ଗାଁ ନିକଟରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର 

Posted by - October 12, 2021 0
ଯାଜପୁର ଟାଉନ ଥାନା ଅନ୍ତର୍ଗତ ଦେବୀଦ୍ୱାର ହରିପୁର ଗାଁ ନିକଟରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି Iଏକ ବୁଦାମୁଳେ ଜରିରେ ଏହି ଶିଶୁ କନ୍ୟାଟି ପଡିଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ Iପୋଲିସ ଘଟଣାସ୍ଥଳରେ ପହଂଚି ଶିଶୁ କନ୍ୟାକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିଛି I ଏ ନେଇ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

ଖୋଲାନ ଉପଡାକଘର କର୍ମଚାରୀଙ୍କ ମଧ୍ୟାହ୍ନ ବିରତିରେ ସର୍ବଭାରତୀୟ ଏକ ଦିବସୀୟ ଧାରଣା ପ୍ରର୍ଦଶନକୁ ସମର୍ଥନ

Posted by - March 5, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନ କ୍ରମେ ଓଡିଶାସାରା ସବୁ ଡାକ ମଣ୍ଡଳରେ ଏକ ଦିବସୀୟ ଧାରଣା ବଲାଙ୍ଗୀର…

ମା ମଙ୍ଗଳା ଗ୍ରାମ୍ୟ ପରିଚାଳନା ପରିଷଦ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବଦ୍ଧିତ

Posted by - June 25, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଂଝାରପୁର ଅଳକୁଣ୍ଠ ପଂଚାୟତ ମା ମଙ୍ଗଳା ଗ୍ରାମ୍ୟ ପରିଚାଳନା ପରିଷଦ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା…

ବଡକୋଦଣ୍ଡା ଗ୍ରାମର ବିଶ୍ୱପ୍ରସିଦ୍ଧ ଡେରାବେଶ

Posted by - November 21, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଐତିହ୍ୟ,କଳା ,ସଂସ୍କୃତି ଲୋକନୃତ୍ୟ ପାଇଁ ଗଞ୍ଜାମ ଜିଲ୍ଲା ବେଶ ପ୍ରସିଦ୍ଧ । ଆଜିବି ଗଞ୍ଜାମ ମାଟିରେ ଲୋକ କଳାର ଆଦୃତି ଜୀବିତ ରହିଛି…

ନୂଆଁ ରମ୍ପେଲା ହାଇସ୍କୁଲ ରେ ବନ ମହୋତ୍ସବ

Posted by - July 23, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରେଙ୍ଗାଲି ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ନୂଆଁ ରମ୍ପେଲା ହାଇ ସ୍କୁଲରେ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ”…