Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କରୋନାର ବର୍ଷେ ପରେ ଜନ୍ମ ହୋଇଥିବା ଶିଶୁକନ୍ୟା ଦେହରେ ସାର୍କ-କୋଭ-୨ ଭୂତାଣୁ ବିରୋଧରେ ଆଣ୍ଟିବଡି

751 0

ନୂଆଦିଲ୍ଲୀ: ସାରା ବିଶ୍ୱକୁ ବର୍ଷେ ହେଲାଣି କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏବେ କରୋନା ସହ ଲଢ଼ିବା ପାଇଁ ବିଭିନ୍ନ ଟିକା ବାହାର କରାଯାଇଛି। ଟିକାକରଣ କାର୍ଯ୍ୟକ୍ରମ କରାଯାଇ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଟିକା ଦିଆଯାଉଛି। ଲୋକଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡି ତିଆରି କରିବା ପାଇଁ ଟିକା ଦିଆଯାଉଥିବା ବେଳେ ଆମେରିକାରେ ପ୍ରଥମ କରି କୋଭିଡ ଆଣ୍ଟିବଡି ଥିବା ଶିଶୁ ଜନ୍ମ ନେଇଛି।ପ୍ରକୃତ କଥା ହେଲା ଶିଶୁଟିକୁ ଜନ୍ମ ଦେଇଥିବା ମହିଳା ଗର୍ଭବତୀ ଥିବା ସମୟରେ ମଡେର୍ଣ୍ଣାର କରୋନା ଟିକା ନେଇଥିଲେ। ଟିକା ନେବାର ୩ସପ୍ତାହ ପରେ ମହିଳାଜଣକ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତାର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରେ ସାର୍କ-କୋଭ-୨ ଭୂତାଣୁ ବିରୋଧରେ ଆଣ୍ଟିବଡି ଥିବା ଜଣାପଡ଼ିଛି।ପୂର୍ବରୁ ହୋଇଥିବା ଗବେଷଣାରୁ କରୋନା ଆକ୍ରାନ୍ତ ହୋଇଥିବା ସୁସ୍ଥ ହୋଇଥିବା ‌ମହିଳାଙ୍କ ଦେହରେ ତିଆରି ହୋଇଥିବା ଆଣ୍ଟିବଡି ତାଙ୍କ ଗର୍ଭରେ ଥିବା ଶିଶୁର ଦେହକୁ ଯିବାର ସମ୍ଭାବନା କମ ବୋଲି ଜଣାପଡ଼ିଥିଲା। କିନ୍ତୁ ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।

Related Post

ଗର୍ଭବର୍ତୀ ମହିଳାର ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା

Posted by - November 6, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ) ସରକାରୀ ଡାକ୍ତର ଖାନା ମଧ୍ୟରେ ଦାନ୍ତ ବିଭାଗର ଡାକ୍ତର ଓ ଷ୍ଟାଫ ନର୍ସ ଗର୍ଭବର୍ତୀ ମହିଳାର ପ୍ରସୂତି କରିବା ଏବଂ ନବଜାତ ଶିଶୁର ମୃତ୍ୟୁ…

କଂଗ୍ରସ ନୀଳଗିରି ଶାଖା ପକ୍ଷରୁ ପେଟ୍ରୋଲ ଡିଜେଲ୍ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ୬ ଘଣ୍ଟିଆ ବନ୍ଦ

Posted by - February 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ସମଗ୍ର ଦେଶ ରେ ପେଟ୍ରୋଲ ଓ ଡିଜେଲ୍ ଦର ହୁ ହୁ ହୋଇ ବଢ଼ି ଚାଲିଛି । ବର୍ଷକ ମଧ୍ୟରେ କ୍ରମାଗତ ଭାବେ ତୈଳ…

ସାମ୍ବାଦିକଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଘଟଣା,ବିଜେପି ନେତା ଅଜୟ ପାଣିଗ୍ରାହୀ ଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କଲା କଳାହାଣ୍ଡି ସାମ୍ବାଦିକ ସଂଘ

Posted by - October 25, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗତ ୧୭ ତାରିଖରେ ବିଜେପି ପକ୍ଷରୁ କଳାହାଣ୍ଡି ଜିଲ୍ଲା କେଗାଁ ଠାରେ ଆୟୋଜିତ ଗଣଧାରଣା କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ…

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ,ରକ୍ତଦାନ ଶିବିର ଆୟୋଜିତ

Posted by - February 14, 2022 0
ଟିଟିଲାଗଡ଼:( ଫେବୃଆରୀ ୧୪ କୁ ପ୍ରେମୀ ଯୁଗଳ ନିଜର ଭେଲେନଟାଇନ ଦିବସ ଯାହାକି ପ୍ରେମ ଦିବସ ରୁପେ ପାଳନ କରୁଛନ୍ତି, ଆଜିର ଦିନରେ ପୂଲୱାମା ଆତଙ୍କି ଆକ୍ରମଣରେ…

ସିଲ୍ ହେଲା ପଟିଆରେ ଥିବା ବିଗ୍ ବଜାର ସପିଂ ମଲ୍

Posted by - February 20, 2020 0
ଭୁବନେଶ୍ୱର:୨୦।୨ ସିଲ୍‌ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍‌ ବଜାର ସିଲ୍ ଚାଲିଥିବା…