କେହି ନାହିଁ ଯାହାର ସୂର୍ଯ୍ୟାଲୋକ ସମାଜସେବା ପରିବାର ତାହାର,

638 0

ଯାଜପୁର ଅଫିସ :ଦାନଗଦି ବ୍ଲକ ର ନଡ଼ିଆ ଭଙ୍ଗା ଗ୍ରାମରେ ତିନି ବିଧବା ଭଉଣୀ କନକ, ମାନସୀ ଓ ମଞ୍ଜୁ ଦୁଃଖରେ ଜୀବନ ଯାପନ କରୁଥିବାର ଖବର ପାଇ ସୂର୍ଯ୍ୟାଲୋକ ସମାଜସେବା  ପରିବାରର ସଦସ୍ୟ ମାନେ ତତ୍କାଳ ସୁଦୂର ଯାଜପୁର ସହରରୁ ଦାନଗଦି କୁ ଧାଇଁ ଯାଇଥିଲେ , ସେଠାର ଦାନଗଦି  ବି ଡି ଓ ଙ୍କୁ ଭେଟି  କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ବି ଡି ଓ ସେହି ଅର୍ଥ କୁ ସେହି ତିନି ଭଉଣୀ କୁ ଦେବା ସହ ଆଗାମୀ ଦିନ ପାଇଁ କିଛି ପ୍ରଶାସନିକ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେବା ସହ ସୂର୍ଯ୍ୟାଲୋକ ପରିବାରର ଏତାଦୃଶ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ, ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ବସୁବନ୍ଧୁ ଦାସ, ସ୍ମୃତି ରଞ୍ଜନ ସ୍ବାଇଁ, ଲୋକନାଥ ସାହୁ ଓ ଦେବୀପ୍ରସାଦ ବେହୁରିଆ ପ୍ରମୁଖ ଯୋଗଦାନ କରିଥିଲେ।

Related Post

ଅସହାୟ କୁଷ୍ଟ ରୋଗୀ ସ୍ଵର୍ଗତ ଫକିର ହାତୀଙ୍କ ଦଶାହ କାଯ୍ୟ କଲା ଜନକଲ୍ୟାଣ ସେବା ଟ୍ରଷ୍ଟ

Posted by - February 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ଝାଇଯୋର କୁଷ୍ଠ କଲୋନୀ ରେ ଦିର୍ଘ ବର୍ଷ ଧରି…

ଟିଟିଲାଗଡ ଥାନାଧିକାରୀଙ୍କ ମାନବିକତା – ରୋଗୀକୁ ରକ୍ତ ଦରକାର ଖବର ପାଇ ନିଜେ କଲେ ରକ୍ତଦାନ

Posted by - June 21, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଆଜି ବି ମନିଷପଣିଆ ବଞ୍ଚିଛି, ଆଜି ବି ସମାଜରେ ବହୁତ ଭଲ ଲୋକ ଅଛନ୍ତି, ଯେଉଁମାନେ କି ଲୋକଙ୍କ ଅସୁବିଧା ସମୟରେ ସହଯୋଗର…

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ନବରଙ୍ଗପୁର ର ସାହିତ୍ୟିକ ଅଶୋକ ପଟ୍ଟନାୟକ ଙ୍କୁ ସମର୍ଦ୍ଧନା

Posted by - July 29, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ସାହିତ୍ୟ ଏକାଡେମୀ ର ଏକ ନିରାଡ଼ମ୍ବର ଭବ୍ୟ ସାହିତ୍ୟ ଉତ୍ସବ,ଭୁବନେଶ୍ୱର ଠାରେ ଆମ ଜଣାଶୁଣା ସୁନାମଧନ୍ୟ  ଗାଳ୍ପିକ,ଗୀତିକାର,ନାଟ୍ୟକାର ଅଶୋକ ପଟ୍ଟନାୟକ ଓଡ଼ିଶାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କରଫିଉ,ଜାଣିଲେ ଆପଣ ଭି ଚକିତ ହେବେ

Posted by - March 21, 2020 97
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା 22 ମାର୍ଚ୍ଚ 2020 କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି , କରୋନ ଭୂତାଣୁ ବିରୁଦ୍ଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତ୍ତା…