Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଯାଜପୁର ଟାଉନ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ

323 0

ଯାଜପୁର ଅଫିସ:ଯାଜପୁର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୁର୍ଣ୍ଣା ମିଶ୍ର ଙ୍କ ସଭାପତିତ୍ୱ ରେ ଉଦ୍ଘାଟକ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସ ଓ ସଂମାନିୟ ଅତିଥି ଭାବେ ଭାରତ ର ପୂର୍ବତନ ରାଷ୍ଟ୍ରଦ୍ରୁତ ଅବସର ବେହୁରିଆ ଓ ଅନ୍ୟତମ ସଂମାନନୀୟ ଅତିଥି ଭାବେ ସ୍କୁଲ କୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଯାଜପୁର ବିଧାୟକ ଙ୍କ ମା ସଂଧ୍ୟାରଣୀ ଦାସ ,ଯାଜପୁର ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଯୋଗ ଦେଇଥିଲେ।

ଏହି କଯ୍ୟକ୍ରମ କୁ ଶ୍ରୀମନ୍ତି କଲୟଣୀ ନାୟକ ଏହି ଅବସରରେ ପତ୍ରିକା ସୁବର୍ଣ୍ଣା ର ଉନ୍ମୋଚନ ହୋଇଅଛି।ଏହି ଅବସରରେ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୋକନ ମାନପତ୍ର ଦେଇ ସ୍କୁଲ ପକ୍ଷରୁ ସଂମାନିତ କରାଯାଇଛି ।ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ରୀ ରସେଶ୍ୱରୀ ମହାନ୍ତି, ଚୁମୁକି ବେହୁରିଆ ପ୍ରମୁଖ ପରିଚାଳନା କରିଥିଲେ। ବିଶେଷ ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କୁମୁଦିନି ସାମଲ ଙ୍କ ସମେତ ବହୁ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରୀ ଙ୍କୁ ସଂମାନିତ କରାଯାଇଛି

Facebook Notice for EU! You need to login to view and post FB Comments!

Related Post

ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି,ଏହାର ଆକାର ଜାଣନ୍ତୁ

Posted by - May 25, 2021 0
ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ଆଖି ରହିଥାଏ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି ।…

ଲୋକାର୍ପଣ ହେଲା ବେଲଗୁଣ୍ଠାର ତିନି 5ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ

Posted by - November 17, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପାଞ୍ଚ ଜିଲ୍ଲାର ୧୩୦ ଟି 5Tରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ…

କଳାହାଣ୍ଡି ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ଉପଦ୍ରବ , ଘରଦ୍ଵାର ଭାଙ୍ଗିବା ସହ ନର୍ସରୀକୁ କଲେ ନଷ୍ଟ

Posted by - April 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ କ୍ରମାଗତଭାବେ ଜଙ୍ଗଳ କ୍ଷୟ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପକାଉଥିବା ବେଳେ ବନ୍ୟପ୍ରାଣୀ ଖାଦ୍ୟ…

ଭାଲୁ ଆକ୍ରମଣରେ ଦୁଇ ଆହତ

Posted by - November 13, 2019 172
କେନ୍ଦୁଝର,୧୩/୧୧,ବୁଧବାର ଅପରାହ୍ନ ୩ଘଟିକା ସମୟରେ ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଦୁଇଜଣ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହୋତ ହୋଇଛନ୍ତି। ପ୍ରାପ୍ତସୂଚ଼ନାଅନୁଯାୟୀ,ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମ…

ନନ୍ଦନକାନନକୁ ଆସିଲେ ୨ ଦେଶୀ ଶାବକ ଭାଲୁଛୁଆ.

Posted by - April 28, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଦୁଇଟି ଦେଶୀ ଭାଲୁ ଶାବକ ଉଦ୍ଧାର ହୋଇ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି।ଗତ ଗୁରୁବାର ଦିନ ୫ ଟି ଦେଶୀ…