ଯାଜପୁର ଅଫିସ:ଯାଜପୁର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୁର୍ଣ୍ଣା ମିଶ୍ର ଙ୍କ ସଭାପତିତ୍ୱ ରେ ଉଦ୍ଘାଟକ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସ ଓ ସଂମାନିୟ ଅତିଥି ଭାବେ ଭାରତ ର ପୂର୍ବତନ ରାଷ୍ଟ୍ରଦ୍ରୁତ ଅବସର ବେହୁରିଆ ଓ ଅନ୍ୟତମ ସଂମାନନୀୟ ଅତିଥି ଭାବେ ସ୍କୁଲ କୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଯାଜପୁର ବିଧାୟକ ଙ୍କ ମା ସଂଧ୍ୟାରଣୀ ଦାସ ,ଯାଜପୁର ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଯୋଗ ଦେଇଥିଲେ।
ଏହି କଯ୍ୟକ୍ରମ କୁ ଶ୍ରୀମନ୍ତି କଲୟଣୀ ନାୟକ ଏହି ଅବସରରେ ପତ୍ରିକା ସୁବର୍ଣ୍ଣା ର ଉନ୍ମୋଚନ ହୋଇଅଛି।ଏହି ଅବସରରେ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୋକନ ମାନପତ୍ର ଦେଇ ସ୍କୁଲ ପକ୍ଷରୁ ସଂମାନିତ କରାଯାଇଛି ।ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ରୀ ରସେଶ୍ୱରୀ ମହାନ୍ତି, ଚୁମୁକି ବେହୁରିଆ ପ୍ରମୁଖ ପରିଚାଳନା କରିଥିଲେ। ବିଶେଷ ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କୁମୁଦିନି ସାମଲ ଙ୍କ ସମେତ ବହୁ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରୀ ଙ୍କୁ ସଂମାନିତ କରାଯାଇଛି