ଘର ବାଡ଼ି ରୁ ୭ ଫୁଟର ଜଙ୍ଗଲି ରଣା ଉଦ୍ଧାର

237 0

ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ଉପଖଣ୍ଡ, ଔପଦା ବ୍ଲକ, ଈଶ୍ୱରପୁର ଅଞ୍ଚଳରେ ଗିରିଜା ଶଙ୍କର ଙ୍କ ଘରବାଡିରେ, ଏକ ଜଙ୍ଗଲି ରଣା ସାପ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନରେ ବାଡ଼ିରେ, ଏକ ବିଷାକ୍ତ ବଡ ରଣା ସାପକୁ ଦେଖି ଘରଲୋକେ, ଭୟ ଭିତ ହୋଇପଡିଥିଲେ।

ପରେ ସ୍ନେକ୍ ହେଲପ ଲାଇନ୍ ର ସଦସ୍ୟ, ମନରଞ୍ଜନ ଦାସ ଙ୍କୁ ଖବର ଦେବା ପରେ, ସେ ତାଙ୍କ ସହଯୋଗୀ ଙ୍କ ସହ ପହଂଚି, କୌଶଳର ସହ ବିରାଟ କାୟ ରଣା ସାପ ଟିକୁ ଉଦ୍ଧାର କରି, କୁଲଡିହା ଅଭୟାରଣ୍ୟ ର ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲ ରେ ଛାଡିଥିଲେ।ରଣା ସାପ ଟିର ଲମ୍ବ ପ୍ରାୟ ୭ ଫୁଟ ହେବ ବୋଲି କୁହାଯାଇଛି।

Related Post

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବିଭିନ୍ନ ପ୍ରତିଯୋଗିତା ଏବଂ କୃତି ପ୍ରତିଯୋଗିତା ଙ୍କୁ ପ୍ରଶଂସା ପତ୍ର ପ୍ରଦାନ

Posted by - November 21, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ର ଲୋକକଳl ଗ୍ରାମ ନାମରେ ପରିଚିତ ନାରାୟଣ ନଗର ଗ୍ରାମ!ଆଜି ଏହି ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଏହି ଉପଲକ୍ଷେ…

କେସିଙ୍ଗା ଆଦର୍ଶ ବିଦ୍ଯାଳୟ ରେ ରାଷ୍ଟ୍ରୀୟ କିଶୋର ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ

Posted by - May 29, 2022 0
କେସିଙ୍ଗା:(ପୀତେଶ ପଟେଲ )ମେ ମାସର 28 ତାରିଖ ବିଶ୍ବ କିଶୋର ଋତୁସ୍ରାବ ସ୍ବଚ୍ଛତା ଦିବସ ରୁପେ ପାଳିତ ହୋଇଥାଏ। ଆଜି କେସିଙ୍ଗା ଆଦର୍ଶ ବିଦ୍ଯାଳୟ ଠାରେ ସକାଳ…

ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁର ଘରୋଇ ଯତ୍ନ ଉପରେ ଆଶାଙ୍କୁ ତାଲିମ ପ୍ରଦାନ

Posted by - January 11, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ନବଜାତ ଶିଶୁ ମାନଙ୍କ ଘରୋଇ ଯତ୍ନ ଉପରେ ଆଶା ମାନଙ୍କୁ ପାଞ୍ଚ ଦିନିଆ ତାଲିମ ଶିବିର ବେଲଗୁଣ୍ଠା ମେଡିକାଲ ରେ ଅଧ୍ୟକ୍ଷ ଡାକ୍ତର ବାଲୁଙ୍କେଶ୍ୱର…

କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ ପାଳିତ

Posted by - June 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ସ୍ଥ କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ…