Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଅଂଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

241 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ହରିପୁର ସ୍କୁଲ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ଅଂଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସ ଏବଂ ସମାଜସେବୀ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ ।

ଏହି ଶିବିରରେ ଅନେକ ସ୍ୱେଚ୍ଛାସେବୀ ରକ୍ତଦାନ ଓ ଅଂଗଦାନ କରିଥିଲେ । ଏହି ଅବସରରେ ଉଭୟ ଅଭିମନ୍ୟୁ ଦାସ ଏବଂ ପ୍ରଭାସ ଆଚାର୍ଯ୍ୟଙ୍କୁ ନୂଆ ଆଲୋକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Post

ଯାଦବ ସମାଜ ପକ୍ଷରୁ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସହ ଅର୍ଥାଭାବରୁ ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ଦିଆଗଲା ସହାୟତା

Posted by - October 11, 2022 0
ପାଟଣାଗଡ଼ : (ତାପସ ରଞ୍ଜନ ବେହେରା) ସରକାର ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ଦୁନିଆ ଯୋଜନା ଲାଗୁ କରୁଛନ୍ତି ପରିତାପର ବିଷୟ କେବଳ ସୂଚିତ ଏବଂ ଅନୁସୂଚିତ ଜାତି…

ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି ବଡ ସଫଳତା

Posted by - July 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଚଳିତ ବର୍ଷ ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ସମ୍ବଲପୁର ଧନକଉଡ଼ା ବ୍ଲକର ଶାସନ ସ୍ଥିତ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି…

୫ ଟି ସ୍କୁଲର ସୌନ୍ଦର୍ଯ୍ୟ କରଣ କାମ କରିଥିବା ଶ୍ରମିକଙ୍କୁ ଖପ୍ରାଖୋଲ ଜେ ଇ ପାଉଣା ନ ଦେବାରୁ ଶ୍ରମିକ ହେଲେ ଥାନାର ଦ୍ୱାରସ୍ତ

Posted by - September 17, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ , ଲାଠୋର ହାଇସ୍କୁଲ, ଲୁହସିଂହା ହାଇସ୍କୁଲ ,…

ସନ୍ଥ କବି ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଙ୍ଗୋମୁଣ୍ଡା ସଦର ସ୍ଥିତ ଚାରିଛକ(ଭୀମ ଭୋଇ ଛକ)ଠାରେ ନବ ନିର୍ମିତ ସନ୍ଥ ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ…

ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

Posted by - April 9, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସରକାରି ଡାକ୍ତରଖାନାରେ ସ୍ୱଚ୍ଛତା ପକ୍ଷ 2022 ପାଳିତ ହୋଇଯାଇଛି। ପ୍ରତିବର୍ଷ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ କୁ ସ୍ୱଚ୍ଛତା ସପ୍ତାହ…