ଜିଲାପାଳ ଅପିଂସ ସମ୍ମୁଖରେ ଏଆଇଡିଏସଓ ର ବିକ୍ଷୋଭ ଓ ପ୍ରତିବାଦ

291 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )

ରାଜ୍ୟସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଏଆଇଡିଏସଓ ର ବିକ୍ଷୋଭ ଓ ପ୍ରତିବାଦ କମ ଛାତ୍ର ଛାତ୍ରୀ ଥିବା ଦର୍ଶାଇ ରାଜ୍ୟ ସରକାର ୧୪ ହଜାରରୁ ଉର୍ଦ୍ଧ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ଯାହା ପଂଳରେ ସାରା ରାଜ୍ୟରେ ଶିକ୍ଷାବ୍ୟବସ୍ଥା ସଂପୁର୍ଣ୍ଣ ଭୁଷୁଡି ପଡିବ ଏବଂ ଘରୋଇକରଣ ବୃଦ୍ଧି ପାଇବ ବୋଲି ଏଆଇଡିଏସଓ ପକ୍ଷରୁ ଅଭିଯୋଗ କରାଯାଇଛି ।

ତୁରନ୍ତ ଏଭଳି ନିଷ୍ପତିକୁ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛିଏ ନେଇ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

Related Post

ଟିଟିଲାଗଡ଼ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୧୯୯୭ ବର୍ଷ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

Posted by - December 28, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ୧୯୯୭ ବର୍ଷ ଦଶମ ବୋର୍ଡ ସରକାରି ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିବା ଛାତ୍ର ମାନେ ମିଶି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ…

ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡିପାସ୍ ଗ୍ରାମରେ ଝାଡାବାନ୍ତି ଆତଙ୍କ : ଜଣେ ମୃତ ଦୁଇ ଗୁରୁତର

Posted by - July 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡି ପାସ ଗ୍ରାମରେ ଦେଖାଦେଇଛି ଝାଡାବାନ୍ତି ଆତଙ୍କ l ଏହି…

ବରୀ ରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

Posted by - April 29, 2020 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ 4ଟି ସେଣ୍ଟର ରୁ ମଙ୍ଗବାର ୧୪୬ ଜଣ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କରାଯାଇଛି…

ବଜରଙ୍ଗୀ କ୍ଲବ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ମୁଳ ମନ୍ତ୍ର କରିଛି

Posted by - July 17, 2020 0
ଯାଜପୁର ଅଫିସ :ଅଭିମନ୍ୟୁ ବାଲିଆସ୍ଥିତ ବଜରଙ୍ଗୀ କ୍ଲବ ଦ୍ୱାରା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପିଲା ମାନେ ବାଲିଆ ଗ୍ରାମରେ ଥିବା ଅଳିହା ଅବର୍ଜନା…

ରାସ୍ତାକୁ ଖେଳପଡିଆ ମଝିରେ ନିଆଯିବା ନିଷ୍ପତିକୁ ବିରୋଧ

Posted by - August 12, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ରାସ୍ତା ନିର୍ମାଣ ନିଷ୍ପତିକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା । ଯାଜପୁର ଜିଲା ବିଂଝାରପୁର ବ୍ଲକ ତାଉଁତରା – ବରୁଣା ରାସ୍ତା ନିର୍ମାଣକୁ ନେଇ…