କଟକ କଂଗ୍ରେସ ର ସମୀକ୍ଷା ବୈଠକ,ଲୋକମାନଙ୍କ ମୌଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ

203 0

କଟକ : କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ହେଲେ ଲୋକମାନଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ହେବ । କର୍ମୀ ମାନଙ୍କୁ ଏହି ଟିପ୍ସ ଦେଇଛନ୍ତି କଂଗ୍ରେସ ଦଳର କଟକ ନଗର ନବ ନିର୍ବାଚିତ ସଭାନେତ୍ରୀ ଗିରିବାଳା ବେହେରା । ଏଥିପାଇଁ ରବିବାର ଦଳ ପକ୍ଷରୁ , ବାରଙ୍ଗ ତ୍ରିଶୁଳିଆ ଠାରେ କର୍ମୀ ସମ୍ମଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ କି  ୫୯  ଟି ୱାର୍ଡ ର କର୍ମୀଙ୍କ ସମେତ , ଜିଲ୍ଲାର କୋଣ ଅନୁକୋଣରୁ ଛୁଟି ଆସିଥିଲେ କର୍ମୀ ମାନେ ଏହି ସମ୍ମଳନୀକୁ ।

ନବନିର୍ବାଚିତ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଙ୍କୁ କର୍ମୀ ମାନେ ସ୍ୱାଗତ ସମ୍ବର୍ଦ୍ଧନ କରିଥିଲେ ।ଏହି ସମ୍ମିଳନୀରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ , ପ୍ରତି ୱାର୍ଡରେ ହେଉଥିବା ଲୋକଙ୍କ ସମସ୍ୟା ପ୍ରତି ସମାଧାନ କରିବା ସହ , ସିଏମସି ଅବହେଳା ପ୍ରଦର୍ଶନ କରୁଥିବାରୁ ଏହାକୁ ବିରୋଧ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା ।

Related Post

ଟିଟିଲାଗଡ ପୌରପରିଷଦ:ଦାଖଲର ଶେଷ ଦିନରେ ପ୍ରାର୍ଥୀ ଭରିଲେ ନାମାଙ୍କନ

Posted by - March 7, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ୨୪ ତାରିଖ ଦିନ ପୌରପରିଷଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନାମାଙ୍କନ ଦାଖଲର ଶେଷ ଦିନ ଅର୍ଥାତ ସୋମବାର ତିନି ପ୍ରମୁଖ ଦଳର…

ବିଧାୟକ ଓ ସାଂସଦଙ୍କ ଦ୍ୱାରା ଆମ୍ବପୁଆ ପଂଚାୟତର ବହୁ ପ୍ରକଳ୍ପ ଉଦ୍‌ଘାଟିତ

Posted by - June 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଆମ୍ବପୁଆ ପଂଚାୟତରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦ୍ୱାରା…

ଗଜରାଜ ଆକ୍ରମଣରେ ବୃଦ୍ଧ ମୃତ  ମୟୁରଭଞ୍ଜ 

Posted by - October 2, 2019 0
ପୁଣି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।ବଢ଼ିବାରେ ଲାଗିଛି ହାତୀ ଆକ୍ରମଣରେ ମୃତ୍ୟୁ ଭଳି ଘଟଣା। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ମୋରଡା ବ୍ଲକ ଅଞ୍ଚଳରେ ପୁଣି ପଶିଛନ୍ତି…

ମଣିଷ ବଦଳରେ ମେସିନ କରୁଛି କାମ

Posted by - July 29, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ମଣିଷ ବଦଳରେ କାମ କରୁଛି ମେସିନ Iଲକ ଡାଉନ ସମୟରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ…

ସେବାୟତ ମାନେ ବହୁତ ଭଲ ଭାବେ ରଥ ଯାତ୍ରା ସମ୍ପାଦନ କରିଛନ୍ତି :-ପୁରୀ ଗଜପତି

Posted by - June 23, 2020 58
ପୁରୀ :ସୁପ୍ରମିକୋର୍ଟଙ୍କ ନିର୍ଦେଶ ଅନୁସାରେ ପୁରୀରେ ନିୟନ୍ତ୍ରିତ ଢଙ୍ଗରେ ରଥଯାତ୍ରା ଉତ୍ସବକୁ ପାଳନ କରାଯାଉଛିା ଏଥିପାଇଁ ସମଗ୍ର ବିଶ୍ବରେ ମହାପ୍ରଭୁଙ୍କ ଭକ୍ତ ଅତ୍ୟନ୍ତ ଆନନ୍ଦିତ। ମହାମାରୀ କରୋନା…