Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

୨ୟ ଏମସିଏଚ ବିଲଡିଂର ଭିତିପ୍ରସ୍ତର ସ୍ଥାପନ

298 0

ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨ୟ ଏମସିଏଚ ବିଲଡିଂର ଭିତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ରଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଧାଂଶୁ ଶେଖର ବଳ ପ୍ରମୁଖ ଯୋଗ ଦେଇଥିଲେ  ଏହି ବିଲଡିଂଟି  ମହଲା ବିଶିଷ୍ଠ ହେବା ସହ ଏଥିରେ ୨୫୦ଟି ବେଡର ବ୍ୟବସ୍ଥା କରାଯିବ 

 ଏହି ମହିଳା  ଶିଶୁ ସମେତ ସବୁ ବିଭାଗର ରୋଗୀ ମାନେ ଏଠାରେ ଚିକିତ୍ସିତ ହୋଇପାରିବେ ଏହି ବିଲ୍ଡିଂ ପାଇଁ ମୋଟ ୩୪ କୋଟି ୬୧ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ ହେବା ପାଇଁ ଅଟକଳ ହୋଇଛି  ଏହି ବିଲ୍ଡିଂର ନିର୍ମାଣ ସରିଲେ ଉଭୟ ଯାଜପୁରକେନ୍ଦ୍ରାପଡା  ଭଦ୍ରକ ଜିଲାବାସୀ ଉପକୃତ ହୋଇପାରିବେ 

Related Post

ଷ୍ଟେଟ ବ୍ୟାଙ୍କର ୟୋନୋ ଆପ ବିଷୟରେ ସଚେତନତା ରାଲି

Posted by - December 5, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ବ୍ୟାଙ୍କରେ ବିଭିନ୍ନ କାମ ପାଇଁ ବହୁତ ଭିଡ଼ ଜମୁଛି, ଲୋକଙ୍କୁ ଘରେ ବସି ସୁବିଧା ତଥା ସେବା ଦେବା ଉଦ୍ଧେଶ୍ୟରେ ଷ୍ଟେଟ…

କଲମପୁରରେ କାଳ ବୈଶାଖୀ, ଗଛ ପଡି ଭାଙ୍ଗିଲା ଘର

Posted by - May 30, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କେତେକ ସ୍ଥାନରେ ଦେଖାଦେଇଛି କାଳ ବୈଶାଖୀ। ଏହାର ପ୍ରଭାବରେ ଏକ ଗଛ ପଡି ଘର…

ଶଗଡ଼ଘାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ ବ୍ଲକସ୍ତରୀୟ ବିଜ୍ଞାନ ମେଳା

Posted by - April 6, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଶଗଡ଼ଘାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁନୀତା…

ଯାଜପୁରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Posted by - September 5, 2019 357
ଯାଜପୁର ଲଳିତେଶ୍ୱର ନଗରରେ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଭାପତି ପରେଶ ବିଶ୍ୱାଳଙ୍କ ନେତୃତ୍ୱ…

ସାରସ୍ୱତ କଲୋନୀ ରେ ଶିବ ରାଧାକୃଷ୍ଣ ଏବଂ ସତ୍ଯ ସାଇଂକର ମନ୍ଦିର ବିଗ୍ରହ ପ୍ରତିଷ୍ଠା

Posted by - December 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସତ୍ଯ ସାଇ ସେବା ସଂଗଠନର ମୁଖ୍ଯ ମନ୍ଦିର ଭୁତାପଡା ଛକରେ ରହିଥିବା ବେଲେ ସମ୍ବଲପୁର ର ସାରସ୍ୱତ କଲୋନୀ ରେ ଦ୍ବିତୀୟ ମନ୍ଦିର ପ୍ରତିଷ୍ଠା…