ଉପନିର୍ବାଚନ ପାଇଁ ପୁଲିସ ମହାନିର୍ଦେଶକ ଅଭୟଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

296 0

ଭୁବନେଶ୍ଵର :- ନଭେମ୍ବର ୩ରେ ବାଲେଶ୍ବର ସଦର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ କରାଯିବାକୁ ନିଷ୍ପ୍ତି ନିଆଯାଇଛି । ଆଜି ବାଲେଶ୍ବର ଉପନିର୍ବାଚନ ନେଇ ପୁଲିସ ମହାନିର୍ଦେଶକ (ଡିଜିପି) ଅଭୟ  ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଏବଂ ବିଶୃଙ୍ଖଳା ସୃଷ୍ଟିକାରୀଙକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି ଯେ ବାଲେଶ୍ବର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ୨୪୬ଟି ବୁଥ୍‌ ବ୍ୟବସ୍ଥା କରାଯାଇଛି । ସେଠାରେ ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଥିବାବେଳେ ଆଜି ସୁଦ୍ଧା ୧୦ ପ୍ଲାଟୁନ୍‌ ପହଞ୍ଚି ସାରିଛନ୍ତି । କୋଭିଡ୍‌ କଟକଣା ଉଲ୍ଲଙ୍ଘନ ପ୍ରତି ତୀକ୍ଷ୍ମଣ ନଜର ରଖାଯାଇଛି । ଯେଉଁମାନେ କୋଭିଡ୍‌ କଟକଣା ଉଲ୍ଲଙ୍ଘନ କରିବେ ଏବଂ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି ।

Related Post

ମୂଲ ଲାଗିଲେ ଚୁଲି ଜଳେ,ଚଳୁନି ହାତ ଗୋଡ,ବିଧବା ମାର କାନ୍ଦଣା ଶୁଣୁନି ସରକାର

Posted by - August 13, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ମା ମନସ୍କ କରିଥିଲା ବୃଦ୍ଧା ବେଳକୁ ମର ସେବା କରିବ।୨୫ବର୍ଷ ଆଗରୁ ତା ବାପା ଚାଲିଗଲା,ଦାରିଦ୍ର୍ୟ ବିକଳ ରେ ମା ଓ ପୁଅ।ଗ୍ରାମର…

ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ,କିନ୍ତୁ ଖର୍ଚ୍ଚ ହେଉଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଲକ୍ଷ ଲକ୍ଷ ଟଙ୍କା

Posted by - June 18, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କାମ ରେ…

ମୁଖ୍ୟ ଶାସନ ସଚିବ ଙ୍କ ପ୍ରେସ ବାର୍ତ୍ତା,ଜୁନ ୧ ତାରିଖ ଯାଏଁ ବଢିଲା ଲକ ଡାଉନ

Posted by - May 18, 2021 0
ଭୁବନେଶ୍ବର :ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ  ପ୍ରେସ୍ ବିବୃତି ପ୍ରଦାନ ।ବାହାଘର ,ବ୍ରତ ଘର  ଏବଂ ate ପାଇଁ ୨୫ ଏହି…

ଅନୁଗୁଳ:ପୁଣି ଲୁଟିଲେ ଏଟିଏମ,ପୋଲିସକୁ ଖୋଲା ଚ୍ୟାଲେଞ୍ଜ.

Posted by - August 10, 2020 0
ଅନୁଗୁଳ:(ମହେଶ ଭୋମରାଜ)ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଏଟିଏମ ଲୁଟେରା ।  ଲଗାତାର ଦୁଇ ଦିନରେ ଦୁଇଟି ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଗତକାଲି କରଡ଼ାଗାଡ଼ିଆରେ…

ଗଣମାଧ୍ୟମ କୁ କ୍ବାରେଣ୍ଟାଇନ୍ ସେଣ୍ଟର ମନା,ପ୍ରବାସୀ ଓଡ଼ିଆଙ୍କ ପାଖକୁ ଯାଅ ନାହି

Posted by - May 2, 2020 0
ଭୁବନେଶ୍ବର :ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ୍‌-୧୯ର ସଂକ୍ରମଣକୁ ରାଜ୍ୟରେ ଆୟତ୍ତାଧୀନ କରି ରଖିବାରେ ରାଜ୍ୟ ସରକାର ଏଯାବତ୍‌ ସଫଳ ହୋଇଛନ୍ତି। ତେବେ,…