କମିସନରେଟ ପୋଲିସର “ଦାଦାବଟିକୁ ନା” କାର୍ଯ୍ୟକ୍ରମ

775 0

ଭୁବନେଶ୍ବର:“ଦାଦାବଟିକୁ ନା” ମିଶନ ଆରମ୍ଭ କରିଛି କମିସିନେରେଟ ପୋଲିସ । ଦ୍ବୈତ ନଗରୀକୁ ଦାଦାବଟି ମୁକ୍ତ ଉଦେଶ୍ୟରେ  ଆରମ୍ଭ ହୋଇଥିବାଏହି ନୂଆ କାର୍ଯ୍ୟକ୍ରମ ରେ ଏକ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ୯୩୮୯୧୦୦୦ ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଭୁବନେଶ୍ୱର ଏବଂ କଟକରେ ଏହି ହେଲ୍ପଲାଇନ୍ ନମ୍ବର କାମ କରିବ।ସହ ଏହି ନମ୍ବରକୁ ଫୋନ କରି,ଏସଏମ୍ଏସ୍, ମେସେଜ ମାଧ୍ୟମରେ ଅଭିଯୋଗ କରିପାରିବେ  ଓ ଏହାକୁ  ସଫଳ କରିବାକୁ  ସହଯୋଗ କାମନା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ

Related Post

କଣ୍ଟାବାଞ୍ଜି ଏନଏସି ଦ୍ବାରା ନିର୍ମାଣ ହୋଇଥିବା ଦୋକାନ ଗୃହ ଦୁର୍ନୀତିର ତଦନ୍ତ କରିବାକୁ ଦାବିପତ୍ର

Posted by - June 22, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କଣ୍ଟାବାଞ୍ଜି ଏନଏସିରେ ନିର୍ମିତ ହୋଇଥିବା ଦୋକାନ ଗୃହର ଦୁର୍ନୀତିର ତଦନ୍ତ ଦାବିରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ ଆସିଥିଲେ। ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ଵରେ…

ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସମ୍ପାଦକ ଦେବେନ ମିଶ୍ରଙ୍କ ଦେହାନ୍ତ

Posted by - August 16, 2020 0
ଭୁବନେଶ୍ବର :ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସମ୍ପାଦକ ଦେବେନ ମିଶ୍ର ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି।ଶନିବାର ବିଳମ୍ବିତ ରାତିରେ ତାଙ୍କର…

ଖୁବ୍ ଶିଘ୍ର ଦୁବାଇରୁ ଭୁବନେଶ୍ଵର ଉଡିବ ସିଧାସଳଖ ବିମାନ : ବିଦେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

Posted by - July 1, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଦେଶରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ବଡ ଘୋଷଣା l ଖୁବ୍ ଶିଘ୍ର ଦୁବାଇରୁ ଭୁବନେଶ୍ଵର କୁ ସିଧାସଳଖ…

ବରଗଡ଼ ଠାରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା ଯୋଗଦେଲେ ସହସ୍ରାଧିକ ବ୍ୟକ୍ତି

Posted by - August 8, 2022 0
ବରଗଡ଼:(ରାମାକାନ୍ତ ବିଶ୍ଵାଳ) ୭ ଅଗଷ୍ଟ ୨୦୨୨ ରବିବାର ଗତକାଲି ବରଗଡ଼ ସହରରେ ଅନୁଷ୍ଠିତ ହୋଇଥିଲା ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା । ସହସ୍ରାଧିକ ବ୍ୟକ୍ତି ସ୍ବେଛାକୃତ ଭାବେ…