ମା ବିରଜା ଙ୍କ ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ

362 0

କଟକ:ଶାରଦୀୟ ଦୁର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବହମାନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା’ ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କରେନା କଟକଣା ଗାଇଡଲାଇନ ଭିତରେ ରଥଯାତ୍ରା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା ।

ରଥ ଯାତ୍ରା କୁ ବିଭିନ୍ନ ସଂସ୍ଥା ଏବଂ ଅନୁଷ୍ଠାନ ପକ୍ଷରୁ ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା । ଏହି ପରିପେଖି ରେ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ୧୯ ନିୟମାବଳୀ ଅନୁସାରେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Related Post

କଳାହାଣ୍ଡି ରେ ହେବ ରାଜ୍ୟସ୍ତରୀୟ ସାମ୍ବାଦିକ କର୍ମଶାଳା ,ଏଇ ଓଡ଼ିଶା ପକ୍ଷରୁ ପ୍ରସ୍ତୁତି ଆରମ୍ଭ

Posted by - April 29, 2022 0
ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଗାମୀ ଜୁନ ମାସରେ କଳାହାଣ୍ଡି ଜିଲ୍ଲାରେ “ଏଇ ଓଡିଶା” ଏଲ୍ ଏନ୍ ଟି ଭି ସମ୍ବାଦ ସରବରାହ…

‘ଦୁଇ ସପ୍ତାହ ଗୁରୁତ୍ଵପୂର୍ଣ୍ଣ:ସୁବ୍ରତ ବାଗଚୀ

Posted by - April 1, 2020 0
ଭୁବନେଶ୍ଵର ୦୧।୦୪:  ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଆହୁରି ଅଧିକ ସାବଧାନତା ଲୋଡା।ଶ୍ରୀ ବାଗ୍‌ଚୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ପରୀକ୍ଷା କରାଯାଇଥିବା ୬୧୦ ନମୂନାର…

ସଫଲ କାରଖାନାର ଅଗ୍ନିକାଣ୍ଡ ୨୫ ଆହତ

Posted by - December 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହର ଉପକଣ୍ଠ ପରଧିଆପାଲି ଠାରେ ଥିବା ସଫଲ କାରଖାନାରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ସୁଚନା ମିଲିଛି । ଆଜି ଦିନ ୧୧ ଟାରେ ଏହି…