ପ୍ରଦୀପ ମହାରଥୀଙ୍କ ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

277 0

ଭୁବନେଶ୍ବର:ଦିବଂଗତ ଜନପ୍ରିୟ ରାଜନେତା, ବରିଷ୍ଠ ବିଜେଡି ବିଧାୟକ,ପୂର୍ବତନ ମନ୍ତ୍ରୀ ତଥା ମାଟିର ମଣିଷ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା ।

ଏଥିରେ ଆଗଧାଡ଼ିର ଛାମୁଆ ସଂଗଠକ ମାନେ ଉପସ୍ଥିତ ରହି ସ୍ବର୍ଗତ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏଥିରେ ଯୁବ ନେତା ଅରିନ୍ଦମ ଭାଇ ଓ ଏଥିରେ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ମଧ୍ୟ ଯୋଗ ଦେଇଥିଲେ ।

Related Post

ନଗଦ ଟଙ୍କା ଆକାର ରେ ଭତ୍ତା ପ୍ରଦାନ ଦାବୀ

Posted by - September 22, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ନଗଦ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପାଇବା…

ପ୍ରଶାସନର ଅପରିଣାମଦର୍ଶିତା ଯୋଗୁଁ ଆଜି ଶଯ୍ୟାଶାୟୀ ତପସ୍ୱିନୀ

Posted by - July 22, 2021 0
ବୌଦ୍ଧ:(( ଚିତ୍ତରଂଜନ ସିଂ) ଗୁରୁତ୍ବପୂର୍ଣ ପ୍ରଶାସନିକ ପଦ ପଦବୀରେ ଥିବା ଅଧିକାରୀ ମାନଙ୍କ ଭୁଲ୍ ବିଚାର ଯୋଗୁଁ ଲୋକେ କିଭଳି ହନ୍ତସନ୍ତ ହୁଅନ୍ତି ତାର ଉଦାହରଣ ଦେଖିବାକୁ…

ଅଦିନିଆ ବର୍ଷାରେ ବେଲଗୁଣ୍ଠାର ତିନି ନଦୀର ଜଳସ୍ତର ବୃଦ୍ଧି; ଧୋଇଗଲା ଡ଼ାଇଭର୍ସନ ପୋଲ

Posted by - November 15, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଅଦିନିଆ ଲଗାଣ ବର୍ଷା ଯୋଗୁଁ ବେଲଗୁଣ୍ଠା ବ୍ଳକ୍ ରେ ପ୍ରବାହିତ ବଡ଼ନଦୀ,ବୋଡ଼ା ନଦୀ ଏବଂ ଲୋହରା ଖଣ୍ଡି ନଦୀରେ ଜଳ…

ବାଲେଶ୍ଵର ସଦର ବିଧାୟକ ଙ୍କ ଅକାଳ ବିୟୋଗ, ବିଶିଷ୍ଟ ବ୍ୟକ୍ତି ଙ୍କ ଶୋକ ପ୍ରକାଶ

Posted by - June 17, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ) ବିଶ୍ବାସ କରି ହେଉନାହିଁ।ମଙ୍ଗୁ ଭାଇ ନାହାନ୍ତି। ଜନ୍ମ ହେଲେ ମୃତ୍ୟୁ ସତ୍ୟ। ଏହା ସମନ୍ତଙ୍କୁ ଜଣା। ତେବେ ଏମିତି ମୃତ୍ୟୁ, ସମସ୍ତ ଙ୍କୁ ସ୍ତବ୍ଧ କରି…

ଥାନା ଭିତରେ ନାଗିନ ନାଚ, ଭିଡ଼ିଓ ହେଲା ଭାଇ ରାଲ

Posted by - April 6, 2021 0
ଯାଜପୁର,୦୬/୦୪: ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପୁରି ବିଟ୍‌ ହାଉସ୍‌ର ଜଣେ…