ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁଇଟି ନାଗସାପ ଉଦ୍ଧାର!

245 0

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓଡିଶା ସୂଚନା ବିଜ୍ଞାନ କେନ୍ଦ୍ରରୁ ଆଜି ଦୁଇଟି ବଡ ନାଗ ସାପ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ବଡ ସାପ ଦୁଇଟିକୁ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ।

କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଚିତ୍ତ ରଞ୍ଜନ ପାତ୍ର ସାପ ଦୁଇଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦେଇଥିଲେ। ବିନା ତାଲିମରେ ଶ୍ରୀ ପାତ୍ର ଏହି ଦୁଃସାହସିକ କାର୍ଯ୍ୟ ସମ୍ପାଦନ କରିଥିବାରୁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

Related Post

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ସିମନ୍ତିନୀ ଜେନା ବଡଚଣା ରେ ନିର୍ବାଚନ ଲଢିବେ

Posted by - March 25, 2019 205
ଭୁବନେଶ୍ବର :୨୫ /୦୩ /୧୯ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ପୁରୁଣା ବିଜେପି କର୍ମୀ ଏହାକୁ…

ଦଶାହ କ୍ରିୟା ରେ ଯୋଗଦେଲେ SC ସଂଘ ର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଭକ୍ତ

Posted by - February 10, 2022 0
ନବରଂଗପୁର:(ବେଣୁ ଗୋପାଳ ରାଓ)ନବରଂଗପୁର ବ୍ଲକ ବଡ କୁମୁଲି ଗ୍ରାମ ପଂଚାୟତ ସାନ କୁମୁଲି ଗ୍ରାମ ର ଜିଲ୍ଲାSCସଂଘର ବ୍ଲକ ସଭାପତି ଶ୍ରୀ ଦେବରାଜ ନାଗ ଙ୍କ ମାଆଙ୍କ…

୭୪ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କଲେ ବିଧାୟକ

Posted by - December 20, 2021 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ…

ରେଢ଼ାଖୋଲ ରେଳଷ୍ଟେସନ ନିକଟ ରେଳ ଲାଇନରୁ ଟ୍ରେନରେ କଟି ଯୁବତୀ ମୃତ

Posted by - November 13, 2021 0
ରେଢ଼ାଖୋଲ:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଅନୁଗୁଳ ରେଳପଥର ରେଢ଼ାଖୋଲ ରେଳଷ୍ଟେସନ ନିକଟ ରେଳ ଲାଇନରୁ ଆଜି ସକାଳୁ ଏକ ଯୁବତୀ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ…

ଜହ୍ନlପଙ୍କ ହାଇସ୍କୁଲରେ ସହିଦ ଦିବସ ପାଳିତ

Posted by - October 24, 2021 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ବ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ଦୁଇ ଜଣ ସହିଦଙ୍କ ସ୍ମୃତି ଉଦ୍ୟେଶରେ ବୌଦ୍ଧ ପୋଲିସ ପକ୍ଷରୁ…