କରୋନାରେ ଆକ୍ରାନ୍ତ ହେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

267 0

ଭୁବନେଶ୍ୱର:କରୋନାରେ ଆକ୍ରାନ୍ତ ହେଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ହୋମ୍ ଆଇସୋ ଲେସନରେ ରହିଥିବା କହିଛନ୍ତି । ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।

Related Post

ବରୀ ବ୍ଲକରେ ବୁଲ୍‌ବୁଲ୍ କାର୍ଯ୍ୟରେ ବ୍ୟାପକ ଅନିୟମିତତା,ଭିଜିଲାନ୍ସ ତଦନ୍ତ ଦାବି

Posted by - February 26, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି ) ବରୀ ବ୍ଲକରେ ବୁଲ୍‌ବୁଲ୍ ଅନୁଦାନରେ ନିର୍ମାଣ ହୋଇଥିବା କାର୍ଯ୍ୟରେ ବ୍ୟପକ ଅନ୍ୟମିତତା ହୋଇଛି । ଏନେଇ ବରୀ କଂଗ୍ରେସ ପକ୍ଷରୁ ଏକ…

ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଟାମ୍ପରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ପରିସରରେ ସ୍ୱାଧିନ ଏକତା ସଂଗଠନ,ରେଡକ୍ରସ ସମ୍ବଲପୁର ଏବଂ ମହେଶ୍ୱର ଯୁବକ ସଂଘର ମିଲିତ ଆନୁକୁଲ୍ୟରେ…

କଳାହାଣ୍ଡି ର ଦୁଃଖ :- ଦାଦନ ଶ୍ରମିକ ଜୀବନ ଜୀବିକା ପାଇଁ ଶବ ହୋଇ ଗାଁକୁ ଫେରିଲେ

Posted by - June 9, 2022 0
ଥୁଆମୂଳ ରାମପୁର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଦାଦନ ସମସ୍ୟା ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି।ନିଜ ଅଞ୍ଚଳରେ କାମଧନ୍ଦା ମିଳୁନଥିବା ବେଳେ…

ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

Posted by - November 6, 2019 318
ଯାଜପୁର :ଯାଜପୁର ର ବରିଷ୍ଠ ବିଜେଡି ନେତା ତଥା ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ…

ମୁହଁ ଖୋଲିଲେ ପପୁ ପମ୍‌ପମ୍

Posted by - August 18, 2019 0
ଭୁବନେଶ୍ୱର : ନିଜ ଅପ୍‌କମିଂ ଫିଲ୍ମର ସୋଶାଲ୍ ମିଡିଆରେ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍‌ପମ୍। ପୋଷ୍ଟରଟି ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର…