ନିରାଶ୍ରୟା କୁଷ୍ଠରୋଗଗ୍ରସ୍ତ ବୃଦ୍ଧାଙ୍କୁ ରାସନସାମଗ୍ରୀ ଓ ବସ୍ତ୍ର ସହାୟତା

307 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତ ଅନ୍ତର୍ଗତ କୋଲା ହିଞ୍ଜିଳିମାଟିଆ ର ବୁଢ଼ୀମାଉସୀ “ପିତେଇ ମାଝୀ ” ନିକଟ ଅତୀତରେ ସ୍ୱାମୀ ଙ୍କ ଦେହାନ୍ତ ପରେ ସେ ଏବେ ବେସାହାରା ଏବଂ ନିରାଶ୍ରୟା ହୋଇ ଯାଇଛନ୍ତି । ସରକାର ଙ୍କ ଅନେକ ଯୋଜନା ଥିଲେ ବି ସେ ଏଥିରୁ ବଞ୍ଚିତ। ନା ସରକାରୀ ଭତ୍ତା, ନା ଭିନ୍ନକ୍ଷମ ପ୍ରମାଣପତ୍ର ।  ବୟସର ଅପରାହ୍ନ ସେ ଆଜି କୁଷ୍ଠରୋଗଗ୍ରସ୍ତ।

ଖଣ୍ଡିଆ ହାତଗୋଡ ର କଷ୍ଟ ରେ ଜର୍ଜରିତ ବୁଢ଼ୀ ମାଉସୀ ପିତେଇ ଭିକ୍ଷାବୃତ୍ତି କରି ବଞ୍ଚିବାକୁ ରାହା ଖୋଜୁଥିବା ବେଳେ, ଯାଜପୁର ର “ସୂର୍ଯ୍ୟାଲୋକ ସମାଜ ସେବା” ପରିବାର ସହଯୋଗ ର ହାତ ବଢେଇଛି ଏହି ନିଷ୍ପେସିତ ନିରାଶ୍ରୟା ଅବହେଳିତ ମୁଢି ମାଉସୀ ଙ୍କୁ, ସୂର୍ଯ୍ୟାଲୋକ ସମାଜ ସେବା ପରିବାର ର ସଦସ୍ୟ ମାନେ ରାସନ ସାମଗ୍ରୀ, ବସ୍ତ୍ର ନେଇକି ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ

Related Post

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

Posted by - November 22, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ଜିଲ୍ଲା ପଞ୍ଚୟତ ଭବନ ସମ୍ମିଳନୀ କକ୍ଷଠାରେ ବୌଦ୍ଧ ଜିଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ମହାସମାରୋହରେ ପାଳିତ ହୋଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ…

ଜୁରାବନ୍ଦ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଆଦିବାସୀ ସଂରକ୍ଷଣ ଦାବୀରେ ଯୁବା ମଞ୍ଚର ବ୍ଳକ ଘେରାଉ

Posted by - January 4, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଆଦିବାସୀ ସଂରକ୍ଷଣ ଦାବୀ ନେଇବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ଗ୍ରାମ ପଂଚାୟତର ଆଦିବାସୀ ଯୁବାମଞ୍ଚ ତରଫରୁ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ…

ସମ୍ୱଲପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ “ବିଭାଜନ ବିଭୀଷିକା ସ୍ମ୍ରୁତି ଦିବସ” ପାଳନ

Posted by - August 17, 2022 0
ସମ୍ୱଲପୁର: 14/08(ରମାକାନ୍ତ ବିଶ୍ବାଳ)ସମ୍ୱଲପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ଶାଖା ପରିସରରେ “ବିଭାଜନ ବିଭୀଷିକା ସ୍ମ୍ରୁତି ଦିବସ” ପାଳିତ ହୋଇ ଯାଇଛି । ମୂଖ୍ଯ ପ୍ରବନ୍ଧକ ବିଶ୍ୱ…

ଅନୁଗୁଳ ଲାୟନ୍ସ କ୍ଲବ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

Posted by - August 18, 2020 0
ଅନୁଗୁଳ: (ମହେଶ ଭୋମରାଜ)ଅନୁଗୋଳ ଲାୟନ୍ସ କ୍ଲବ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଲାୟନ୍ସଚକ୍ଷୁ ଚିକିତ୍ସାଳୟ ଆଲୋକ ପରିସରରେ ଅନୁଗୋଳ…

ବରୀ ରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Posted by - June 23, 2020 0
ଯାଜପୁର ଅଫିସ:ବରୀ ବାଲିବିଲିରେ ସାମାଜିକ ଦୂରତା ଏବଂ ସରକାର ନିୟମ ଅବଲମ୍ବନକରି ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରୀ ଅଞ୍ଚଳର…