ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ

282 0

ଯାଜପୁର ଅଫିସ :ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିବସ କୁ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ କରାଯାଇଛି ।  ଏହି ଉପଲକ୍ଷେ ଜ଼ିଲ୍ଲା ମହିଳା ମୋର୍ଚା ର ସଭାନେତ୍ରୀ ବବିତା ମଲିକ ଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଜନ୍ମଦିବସ ସେବା ସପ୍ତାହ ପାଳନ କରୀ ବିଞ୍ଝାରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଂକୁ ଫଳ ବଣ୍ଟନ କରାଯାଇଥିଲା ।  ନରେନ୍ଦ୍ର ମୋଦି ଙ୍କ ୭୦ ଜନ୍ମଦିନ ଉପଲକ୍ଷେ ମୋଦିଙ୍କ ଗୁଣଗାନ କରିବା ସହିତ ଡ୍ରିଘାଉ କାମନା କରିଥିଲେ ।  ଏଥିରେ ସଂଜୀବ ସାହୁ ସମେତ ଭଉତ ବିଜେପି କର୍ମୀ ସହଯୋଗ କରିଥିଲେ ।

ଦେଖନ୍ତୁ ଭିଡିଓ 

Related Post

ଶ୍ରୀ ଶ୍ରୀ ବଜରଙ୍ଗୀ ହନୁମାନ ଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ।

Posted by - January 22, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ନୀଳଗିରି ଏନ୍.ଏ.ସି. ନିକଟସ୍ଥ ବିମ୍ବୁରିଆ ଗ୍ରାମ ରେ, ଶ୍ରୀ ଶ୍ରୀ ବଜରଙ୍ଗି ହନୁମାନ ଙ୍କ ର ମନ୍ଦିର ପରିସର ରେ, ଷଷ୍ଠ ପ୍ରତିଷ୍ଠା ଉତ୍ସବ…

ବିଧାୟକଙ୍କ ଦ୍ଵାରା ଚାରୋଟି ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ

Posted by - May 6, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳକୁ ଦିନିକିଆ ଗସ୍ତରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଆସି ୪ ଗୋଟି ସ୍ଥାନରେ ପାନୀୟ…

୭୦ ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Posted by - November 13, 2021 0
ଯାଜପୁର:ଯାଜପୁର ଜିଲା ବିଂଝାରପୁର ଯଜ୍ଞ ପଡିଆରେ ୭୦ ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଂଝାରପୁର ବିଧାୟିକା…

ବରୀ ମାଉଣ୍ଡ ବଜାର ଉପରେ ଚାଲୁଥିବା ସାପ୍ତାହିକ ହାଟ କୃପାସିନ୍ଧୁ ବିଦ୍ୟାଭବନ ର ଖେଳପଡ଼ିଆ କୁ ସ୍ଥାନାନ୍ତରିତ

Posted by - March 29, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ ର ବରୀ ମାଉଣ୍ଡର ବଜାର ଉପରେ ଚାଲୁଥିବା ସାପ୍ତାହିକ ହାଟକୁ କରୋନା ପାଇଁ ସରକାର ଙ୍କ ନୀୟମ ଅନୁଯାଇ ବରୀ…

ମାତୃଶକ୍ତି ମହିଳା ମହାସଂଘ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - July 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ମୂର୍ସୁନ୍ଧି ଗ୍ରାମ ପଞ୍ଚୟତର ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ରେ ମାତୃଶକ୍ତି ମହିଳା ବ୍ଲକ ସ୍ତରୀୟ ମହାସଂଘ…