Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆଠମଲ୍ଲିକ ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ , ଯୁବତୀଙ୍କୁ ଗଳା କାଟି ହତ୍ୟା ସନ୍ଦେହ !

290 0

ଅନୁଗୁଳ:ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ଓରଡା ନାଳରେ ଆଜି ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର ଦେଇଥିଲେ । ଖବର ପାଇ କିଆକଟା ଥାନା ଅଧିକାରୀ ଅନାମ ଲାକ୍ରା, ଏଏସଆଇ ସଞ୍ଜୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଉଦ୍ଧାର କରି ତଦନ୍ତ କରୁଛନ୍ତି । ତେବେ ଯୁବତୀଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବାର ଜଣା ପଡୁଛି ।

ସୂଚନା ପାଇ କିଆକଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ଶବ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି । ଉକ୍ତ ଯୁବତୀଙ୍କ ଘର କିଶୋରନଗର ବ୍ଳକ କଦଳୀମୁଣ୍ଡା ଗ୍ରାମ ପଞ୍ଚାୟତ ଭୀମପୁର ଗାଁର ସୁଜାତା ନାଏକ ବୋଲି ସୂଚନା ମିଳୁଅଛି । ଖବର ଲେଖିବା ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ ।

Related Post

ନୂଆ ଅଢାପଡା ରେ ନକଲି ନୋଟ କାରବାର ଘଟଣାର ଅଭିଯୁକ୍ତ ଏସଟିଏଫ ଦ୍ବାରା ଗିରଫ

Posted by - July 13, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଅନ୍ତର୍ଗତ ବଣଜଙ୍ଗଲ ଘେରା ଛାମୁଣ୍ଡା ପଞ୍ଚାୟତର ନୂଆଁ ଅଢ଼ାପଡ଼ାରେ ଛପା ହେଉଥିଲା ନକଲି ନୋଟ। ନୂଆଁ ଅଢ଼ାପଡ଼ାରେ ଛପା…

ମଦନପୁର ରାମପୁରରେ ଦିନ ଦ୍ୱିପହରରେ ଲୁଟ, ୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଦିନକୁଦିନ ଡକାୟତି, ରାହା ଜାନି ବୃଦ୍ଧି ପାଇବାରେ ଲାଗିଛି ଯାହାଦ୍ୱାରା ଲୋକଙ୍କ ଧନ…

ପୁରୁଣାକଟକ ରେଂଜ୍ ଅଂଚଳରୁ ବିପୁଳ ପରିମାଣର ସମ୍ୱର ମାଂସ ଜବତ, ଜଣେ ଗିରଫ

Posted by - July 17, 2021 0
ବୌଦ୍ଧ ୧୭/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା   ପୁରୁଣାକଟକ ରେଞ୍ଜ ପକ୍ଷରୁ ଚଢ଼ାଉ କରି ୨୫ କେଜି ସମ୍ବର ମାଂସ ଜବତ କରିବା ସହ ଜଣେ ଗିରଫ ହୋଇଥିବା…

ଯୁବତୀଙ୍କୁ ଧମକ ଦେଇ ଯୁବକ ଗିରଫ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜଣେ ଯୁବକ ଭିଓଆଇପି (ଭଏସ୍‌ ଓଭର୍‌ ଇଣ୍ଟରନେଟ୍‌ ପ୍ରୋଟୋକଲ୍‌) କଲ୍‌ ମାଧ୍ୟମରେ ସମ୍ବଲପୁର ଅଞ୍ଚଳର ଜଣେ ଯୁବତୀଙ୍କୁ କଲ କରି ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ…