ଜେ.ଏସପିଏଲ ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ.,ଦେଖନ୍ତୁ ଭିଡିଓ

267 0

ଅନୁଗୁଳ:ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବାବେଳେ ଅଳ୍ପକେ ବର୍ତିଲେ ଶ୍ରମିକ ଓ କର୍ମଚାରୀଗଣ ।ସୂଚନା ଅନୁଯାୟୀ ଗତକାଲି ଏହି ଘଟଣା ଘଟିଥିବାବେଳେ ଏଥିରେ କୌଣସି କ୍ଷତି ହୋଇନଥିବା ଜଣା ପଡ଼ିଛି ।ଘଟଣା ପରେ କର୍ମଚାରୀ ଓ ଶ୍ରମିକମାନେ ଭୟଭୀତ ହୋଇପଡିଥିବାବେଳେ କଣ ପାଇଁ ଏଭଳି ଅଘଟଣ ଘଟିଲା ସେ ନେଇ JSPLର ଟେକନିକାଲ ଟିମ ଅନୁସନ୍ଧାନ କରିଥିଲେ ।ଏ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏଠାରେ ଦେଖନ୍ତୁ ଭିଡିଓ 

Related Post

ଭୋଟ ବାକ୍ସ ବଦଳିବା ଆଶଙ୍କା କରି ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଜଗି ରହିଛନ୍ତି ସମର୍ଥକ

Posted by - February 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସରିଛି ପରୀକ୍ଷା, ବାହାରିବ ପରୀକ୍ଷା ଫଳ। ଏଥିପାଇଁ ପ୍ରାର୍ଥୀ ଙ୍କ ଠାରୁ ଆରମ୍ଭ କରି ସମର୍ଥକ ଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ।…

ଭୁବନେଶ୍ବରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ,

Posted by - June 23, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା…

ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ

Posted by - August 15, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ…

ଲକ ଡାଉନକୁ ଜୋରଦାର କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ,ଉଲଙ୍ଘନକାରୀଙ୍କୁ ସାବାଡ କଲେ

Posted by - March 26, 2020 553
ଯାଜପୁର ;(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ ଲକଡାଉନ କୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ପ୍ରଶାସନ । ଆଜି ସକାଳୁ ଯାଜପୁର ଜିଲାପାଳ,ଉପଜିଲାପାଳ…