ପଜିଟିଭ ବାହାରିବାର ୭ ଦିନ ପରେ ରାସ୍ତା ସିଲ୍ କୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

590 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲା ଅରେ଼ଇ ଗ୍ରାମ ସାମଲ ସାହି ଠାରୁ ସାହୁ ସାହି ପର୍ଯ୍ୟନ୍ତ ରାସ୍ତା ସିଲ୍ କୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ। ଉକ୍ତ ଅଂଚଳରେ କରୋନା ପଜିଟିଭ ବାହାରିବା ପରେ ସିଲ୍ ପାଇଁ ପ୍ରଶାସନ ନେଇଛି ନିଷ୍ପତି । ପଜିଟିଭ ବାହାରିବାର ୭ ଦିନ ପରେ ରାସ୍ତା ସିଲ୍ କୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ।

ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି । ତେବେ ଆଜି ପର୍ଯ୍ୟନ୍ତ କାହିଁକି ପ୍ରଶାସନ ଚୁପ୍ ରହିଥିଲା ଯାହାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଘଟଣା ସ୍ଥଳରେ ଅରେ଼ଇ ରାଜସ୍ବ ନୀରିକ୍ଷକ ପହଞ୍ଚି ବୁଝାସୁଝା କରୁଥିବା ଦେଖାଦେଇଛି।

Related Post

ଆମ ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଦଶ୍ୱାସ ମେଧ ଘାଟ ସଫା

Posted by - January 8, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପୁଣ୍ୟତୟା ବୈତରଣୀ କୂଳରେ ଅବସ୍ଥିତ ସପ୍ତ ମାତୃକା ମନ୍ଦିର ସନ୍ନିକଟ ଦଶ୍ୱାସମେଧ୍ ଘାଟ ଟି ପୌରାଣିକ ଦୃଷ୍ଟିରୁ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ…

ଜିଲ୍ଲାର ନାର୍ଯ୍ୟ ଦାବୀ ହାସଲ ପାଇଁ ନାଗରୀକ କମିଟି ର ତତ୍ପରତା

Posted by - October 24, 2021 0
ବୌଦ୍ଧ :(ସାମରେଶ ମିଶ୍ର ) ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ସହର ସ୍ଥିତ ମାତଙ୍ଗେଶ୍ଵର ମନ୍ଦିର ପରିସର ମଧ୍ୟରେ ବୌଦ୍ଧ ନାଗରୀକ କମିଟି ସମ୍ପାଦକ ଶ୍ରୀ…

ହାତୀ ମୃତ୍ଯୁ ପରେ ଅଂଚଳବାସୀଙ୍କ ପକ୍ଷରୁ ବିଷ୍ଣୁ ସହସ୍ର ନାମଯଜ୍ଞ

Posted by - July 3, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସାପଲହରା ହାତୀ ମୃତ୍ଯୁ ଘଟଣା ପରେ ମୃତହାତୀର ଆତ୍ମା ଶାନ୍ତି ସକାଶେ କରାଗଲା ନାମଯଜ୍ଞ । ଅଂଚଳବାସୀ ଆୟୋଜନ କରିଛନ୍ତି ବିଷ୍ଣୁ…

ଅଭିନବ ଉପାୟରେ ହେଲମେଟ ସଚେତନା କାର୍ଯ୍ୟକ୍ରମ

Posted by - September 2, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ, ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଯୋଗାଣ ବିଭାଗ ର ମିଳିତ ଆନୁକୂଲ୍ୟରେ ଏକ ଅଭିନବ ଉପାୟରେ…

ଦଣ୍ଡ ନୃତ୍ୟ ରାଣୀ : ଚୁନି ବର୍ଗତୀ ଙ୍କୁ ସମ୍ମାନିତ

Posted by - October 27, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)୨୧ ତାରିଖରେ ବୌଦ୍ଧ ଜିଲ୍ଳା ପ୍ରଶାସନ,ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଚାଲେଞ୍ଜ ମହିଳା ଦଣ୍ଡ ନୃତ୍ୟର ରାଣି (ରାଧା )ଚୁନି ବର୍ଗତିକୁ…