Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବାବା ବଟେଶ୍ୱର ୟୁଥ୍ କ୍ଲବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

321 0

ଯାଜପୁର ଅଫିସ: ଯାଜପୁର ପୌରପାଳିକା ସ୍ଥିତ ବାବା ବଟେଶ୍ୱର ୟୁଥ୍ କ୍ଲବ ଆନୁକୂଲ୍ୟରେ ଏକ ରକ୍ତାଦନ ଶିବିର ଅନୁଷ୍ଠିତ ହୋଇଯାଇଛି ୟୁଥ୍ କ୍ଲବର ସମସ୍ତ ମେମ୍ବର ଏହି ଶିବିରରେ ଯୋଗଦାନ ଦେଇ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମାପ୍ତ କରିଥିଲେ, ଏହି ଶିବିରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିର ତୃତୀୟ ଥର ୟୁଥ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।

Related Post

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

Posted by - January 26, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜନୈକ ଶିକ୍ଷକଙ୍କ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଆସ୍କା ସୁନାମ…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - June 14, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଲକ୍ଷ୍ମୀ ଡୁଙ୍ଗୁରିରୁ ଧସିଲା ପଥର, ଜାତୀୟ ରାଜପଥ ରେ ଯାତାୟାତ ଠପ

Posted by - August 10, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରିରୁ ପୁଣି ଧସିଲା ପଥର ।ସମ୍ବଲପୁର ସହରରେ ଲଗାଣ ବର୍ଷା ଯୋଗୁଁ…

ସମ୍ବଲପୁର ରେ ହେବ ରାଜ୍ୟ ସ୍ତରୀୟ ବଡିବିଣ୍ଡିଙ୍ଗ ଆଣ୍ଡ ଫିଟନେସ ପ୍ରତିଯୋଗିତା

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ଫେବୃଆରୀ ମାସରେ ସମ୍ବଲପୁର ଠାରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ବଡିବିଣ୍ଡିଙ୍ଗ ଆଣ୍ଡ ଫିଟନେସ ପ୍ରତିଯୋଗିତା । ମିଷ୍ଟର ଆଣ୍ଡ ମିସେସ ଓଡିଶା…

ଦେଶର ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସବୁଠି ଆଜାଦୀ କା ଅମୃତ ମହୋତ୍ସବ ପାଳନ ଓ ତ୍ରିରଙ୍ଗ ମୋଟର ସାଇକେଲ ଶୋଭାଯାତ୍ରା

Posted by - August 18, 2022 0
କେସିଙ୍ଗା:(ପୀତେଶ ପଟେଲ) ଲଗାନ ବର୍ଷାଜଳରେ ମଧ୍ଯ ପାଳନ କରାଗଲା ଦେଶର ୭୫ ତମ ଆଜାଦୀ କା ଅମୃତ ମହୋତ୍ସବ। କେସିଙ୍ଗାର ଅଧିକାଂଶ ଜାଗାରେ ବର୍ଷାରେ ମଧ୍ଯ ସ୍ବାଧିନତା…