ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ବିଡ଼ିଓଙ୍କୁ ଅଭିଯୋଗ

626 0

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ଜନୈକ ବ୍ୟକ୍ତି ବେଗୁନିଆପଡା ବିଡ଼ିଓଙ୍କ ଆଗରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାୟୀ ପଞ୍ଚାୟତର ଧୋବଣୀ ଗୋଛାୟତ, ଦରମାରୀ ଗୋଛାୟତ, ଉଦୟ ମହାରଣା ସମେତ କେତେକ ବ୍ୟକ୍ତି ମୃତ୍ଯୁ ବରଣ କରିଥବା ବେଳେ ପଞ୍ଚାୟତ ପକ୍ଷରୁ ଏବେବି ସେମାନଙ୍କ ନାମରେ  ରାସନ ସାମଗ୍ରୀ ବଣ୍ଟନ କରାଯାଇଆସୁଅଛି l

ସରପଞ୍ଚ, ଯୋଗାଣ ସହାୟକ ଏବଂ ଡିଲରଙ୍କ ମଧୁଚନ୍ଦ୍ରିକାରେ ଜନତାଙ୍କ ଅର୍ଥ ହରିଲୁଟ ଚାଲିଥିବା ସେ ଅଭିଯୋଗ କରିଛନ୍ତି l କାରଣ ସରପଞ୍ଚ ଙ୍କ ପୁଅ ଯୋଗାଣ ସାହାୟକ ହୋଇଥିବା କାରଣରୁ ସନ୍ଦେହ ଅଧିକ ଘନୀଭୂତ ହେଉଥିବା କହିଛନ୍ତୁଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସେ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ଏହାର ନକଲ ସଚିବ, ଯୋଗାଣ ବିଭାଗ,ଭୁବନେଶ୍ୱର ;ଜିଲ୍ଲାପାଳ, ଗଞ୍ଜାମ ;ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଗଞ୍ଜାମ, ବ୍ରହ୍ମପୁର ;ଉପ ଜିଲ୍ଲାପାଳ, ଗଞ୍ଜାମ, ଛତ୍ରପୁରଙ୍କୁ ପ୍ରେରଣ କରିଛନ୍ତି l

Related Post

ଲକଡାଉନ ସଟଡାଉନ ଘଡିସନ୍ଦିରେ ରେମୁଣା ପ୍ରଶାସନ ପକ୍ଷରୁ ବଜାର ଜବର ଦଖଲ ଉଚ୍ଛେଦ

Posted by - August 6, 2020 0
ରେମୁଣା:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ର ରେମୁଣା ସହର ଟି ପ୍ରାୟ ୩ ଶହ ବର୍ଷ ର ପୁରାତନ ସହର ବୋଲି କୁହା ଯାଉଛି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ

Posted by - September 19, 2020 0
ବିଂଝାରପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ଯାଜପୁର ବିଜେପି ପକ୍ଷରୁ ବିଂଝାରପୁର ବ୍ଲକ…

ଗର୍ଭବତୀ ମହିଳା ଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମ ସମସ୍ୟା ରେ ହନ୍ତସନ୍ତ

Posted by - September 3, 2020 0
ବଡ଼ବିଲ:ଦିନ କୁ ଦିନ ବଢ଼ିଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା ! ବାରମ୍ବାର ଅଭିଯୋଗ ସହିତ ଗଣମାଧ୍ୟମରେ ଖବର ପ୍ରକାଶ ହେଉଥିଲେ ମଧ୍ୟ ପ୍ରଶାସନ…

ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ବଢୁଛି ଅସନ୍ତୋଷ

Posted by - May 29, 2020 0
ଚଣ୍ଡୀଖୋଲ: ୨୯/୫ ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ ମାନେ ସେମାନଙ୍କର କରୋନା ସହାୟତା ବାବଦ ପ୍ରାପ୍ୟ ପାଇ ପାରୁ ନାହାନ୍ତି । ଏଥିପାଇଁ ଯାଜପୁର…

ଅମ୍ବାଦଳା ରେ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ

Posted by - June 14, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ)ଆଜି ଅମ୍ବାଦଳା ଗ୍ରାମର ଶ୍ରୀ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହିସାବରେ ସକାଳ ୯…