କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି

788 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ଅଂଚଳରେ ପ୍ରବଳ ବର୍ଷା ଓ ବନ୍ୟା ଜଳ ଯୋଗୁଁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି । ବିଶେଷ କରି ଦତ୍ତପୁର ପଂଚାୟତରେ ଚାଷ ଜମିରେ ୩ ପୁଂଟ ଉ୍‌ଚର ପାଣି ପ୍ରବାହିତ ହେଉଛି ।

ପଂଳରେ ଧାନ ପଂସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । କେତେକ ସ୍ଥାନରେ ଧାନ ତଳି ମଧ୍ୟ ଧୋଇଯାଇଥିବା ଜଣାପଡିଛି । ତୁରନ୍ତ ଜିଲା ପ୍ରଶାସନ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।

Related Post

ସୁବର୍ଣ୍ଣପୁର ଜିଲ୍ଳାରେ ବିଜେଡ଼ିର ବାଜିମାତ

Posted by - March 26, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ପୌରପରିସଦ ଓ ତରଭା ,ବିନିକା ଏନ.ଏ.ସି ତିନୋଟି ସ୍ଥାନରେ ବିଜେଡି ପ୍ରାଥୀ ବିଜୟ ହୋଇଛନ୍ତି । ସୋନପୁର ପୌରପରିସଦ…

ସାମ୍ବାଦିକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ

Posted by - June 29, 2021 0
ବୌଦ୍ଧ:(ଚିତରଂଜନ ସିଂ) ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ୍ ପକ୍ଷରୁ ଆଜି ସାମ୍ବାଦିକ ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରି ଆର୍ଥିକ ସହାୟତା…

ହରଭଙ୍ଗା ବ୍ଲକ ରେ ବିଜୁ ସ୍ୱାସ୍ଥ୍ୟ ସ୍ମାଟ କାର୍ଡ ବଣ୍ଟନ

Posted by - November 27, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ସାରାରାଜ୍ୟରେ ବିତରଣ ହେଉଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ କୁ ପ୍ରତି ଆଜି ବୌଦ୍ଧ ଜିଲ୍ଲା ରେ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି!ବୌଦ୍ଧ 3ଗୋଟି ବ୍ଲକ…

ପୁଅର ମୃତ୍ୟୁର ଅଧଘଣ୍ଟା ପରେ ବାପର ମୃତ୍ୟୁ

Posted by - August 4, 2021 0
ବୌଦ୍ଧ:( ଚିତ୍ତରଂଜନସିଂ) ବୌଦ୍ଧ ବ୍ଲକ ମୁଣ୍ଡlପଡା ପଂଚାୟତ କମିରା ଗ୍ରାମର ସୁଵିଜ୍ଞ ରଣା ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା ହୋଇ ପାରୁନଥିବା ଏଣେ ଖବର ରବିବାର ସମ୍ବାଦରେ…