Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି

710 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ଅଂଚଳରେ ପ୍ରବଳ ବର୍ଷା ଓ ବନ୍ୟା ଜଳ ଯୋଗୁଁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି । ବିଶେଷ କରି ଦତ୍ତପୁର ପଂଚାୟତରେ ଚାଷ ଜମିରେ ୩ ପୁଂଟ ଉ୍‌ଚର ପାଣି ପ୍ରବାହିତ ହେଉଛି ।

ପଂଳରେ ଧାନ ପଂସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । କେତେକ ସ୍ଥାନରେ ଧାନ ତଳି ମଧ୍ୟ ଧୋଇଯାଇଥିବା ଜଣାପଡିଛି । ତୁରନ୍ତ ଜିଲା ପ୍ରଶାସନ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।

Related Post

ନବରଙ୍ଗପୁର ରେ ଉଠାଜଳ ସେଚନ ଉପଖଣ୍ଡ ର ପ୍ରତିଷ୍ଠା ଦିବସ ପାଳିତ

Posted by - October 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ଓଡିଶା ଉଠାଜଳ ସେଚନ ନିଗମ ର 49 ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଉଠାଜଳ ସେଚନ ଖଣ୍ଡ ରେ ପାଳିତ ହେଇଥିଲା! କୋଭିଡ…

ଷ୍ଟେଟ ବ୍ୟାଙ୍କର ୟୋନୋ ଆପ ବିଷୟରେ ସଚେତନତା ରାଲି

Posted by - December 5, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ବ୍ୟାଙ୍କରେ ବିଭିନ୍ନ କାମ ପାଇଁ ବହୁତ ଭିଡ଼ ଜମୁଛି, ଲୋକଙ୍କୁ ଘରେ ବସି ସୁବିଧା ତଥା ସେବା ଦେବା ଉଦ୍ଧେଶ୍ୟରେ ଷ୍ଟେଟ…

୧୯୬୮ ମେଟ୍ରିକ ବ୍ୟାଜ୍ ବନ୍ଧୁ ମିଳନ

Posted by - January 11, 2022 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ସର୍ବ ପୁରାତନ ମହାରାଜା ହାଇସ୍କୁଲ ର ୧୯୬୮ ମସିହା ମ୍ୟାଟ୍ରିକ ବ୍ୟାଜର ବନ୍ଧୁ ମିଳନ ବ୍ୟୋମକେଶ ଦାସଙ୍କ ଫାର୍ମ…