Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲା ପ୍ରଶାସନକୁ ଦାବୀ ପତ୍ର 

334 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲାପ୍ରଶାସନ କୁ ଦାବୀପତ୍ର ପ୍ରଦାନ କରାଯାଇଛି।ବିଂଝାରପୁର ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲା ପ୍ରଶାସନ କୁ ଭେଟି ଚାଷୀଙ୍କୁ ମିଳିବାକୁଥିବା ପଂସଲ ବୀମା ରାଶି କୁ ମିଳିନଥିବା ଅଭିଯୋଗ କରିଥିଲେ।ଉକ୍ତ ବୀମା ରାଶି ଙ୍କୁ ଚାଷୀଙ୍କଋ ଖାତାରେ ଡିପୋଜିଟ୍ କରାଯାଇଛି ପଂଳ ସେହି ଅର୍ଥଚାଷୀଙ୍କ କାମରେ ଆସିପାରିଲା ନାହିଁ ବୋଲି ସଂଗଠନ ପକ୍ଷରୁ ଦାବୀ କରାଯାଇଛି।ସେହିପରି ରବି ଋତୁ ଧାନକିଣା ରେ ବ୍ୟାପକ ଦୁର୍ନୀତି ର ତଦନ୍ତ ପ୍ରଭୃତି ୮ଗୋଟି ଦାବିପୂରଣ ପାଇଁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାରାୟଣଚନ୍ଦ୍ରଧଳ ଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଥିଲେ।

ଦୀର୍ଘ ଏକ ଘଣ୍ଟା ଆଲୋଚନା କରିଥିଲେ, ଉକ୍ତ ଆଲୋଚନାରେ ଯାଜପୁରରଏ.ଆର. ସି. ଏସ.ଉପସ୍ଥିତଥିଲେ, ଆସନ୍ତା ସାତ ଦିନମଧ୍ୟରେ ଦାବି ପୂରଣ କରାଯିବାକୁ ଉପଜିଲ୍ଲାପାଳ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଥିଲେ, ଏହି ପ୍ରତିନିଧି ଦଳ ରେ ବ୍ଲକ ସଂଯୋଜକ ସନାତନସାହୁ, ଜିଲ୍ଲା ସହସଂଯୋଜକ ଅଶୋକଶାନ୍ତି, ଜିଲ୍ଲା ଉପଦେଷ୍ଟା ଭୁବନାନନ୍ଦସାମଲ, ପ୍ରମୁଖ ଭାଗନେଇଥିଲେ. ଯଦି ଆସନ୍ତା୧୫ଦିନ ମଧ୍ୟରେ ପୂରଣ ନହୁଏ, ତେବେ କଟକ କେନ୍ଦ୍ର ସମବାୟବ୍ୟାଙ୍କ, ବିଂଝାରପୁର ଶାଖା ପକ୍ଷ ରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଉଛି.

Related Post

ସାରା ଜିଲାରେ ୧୪୪ ଧାରାକୁ କୋହଳ, ବାରୁଣୀ ପାଇଁ ୧୪୪ ଜାରି

Posted by - March 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ସାରା ଯାଜପୁର ଜିଲାରେ ଲାଗିଥିବା ୧୪୪ ଧାରାକୁ କୋହଳ କରିଛି ଜିଲା ପ୍ରଶାସନ । କିନ୍ତୁ ଗୋଟିଏ ସ୍ଥାନରେ ଭିଡ ନ…

କ୍ୟାନସର ଆକ୍ରାନ୍ତ ବଣ୍ଟିଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଟିରୁ ସହାୟତା

Posted by - July 11, 2020 0
ଯାଜପୁର ଅଫିସ:  କ୍ୟାସନର ଆକ୍ରାନ୍ତ ବଣ୍ଟି ମୁଣ୍ଡିଆଙ୍କ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ବଣ୍ଟିଙ୍କ ସଂପର୍କରେ…

ସ୍ୟାଣ୍ଡଉଇଚ୍ ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

Posted by - February 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ କଫିଟେରିଆ ର ଶୁଭ…

ଟିଟିଲାଗଡ ବ୍ରାହ୍ମଣ ସମାଜ ଏବଂ ପର୍ଶୁରାମ ସେନା ପକ୍ଷରୁ ମହାସମାରୋହରେ “ପର୍ଶୁରାମ ଜୟନ୍ତୀ” ପାଳିତ

Posted by - May 4, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏବଂ ମହାବୀର…

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବନ୍ୟା ଆଶ୍ରୟ ସ୍ଥଳିଲେ ମକଡିଲ ଅନୁଷ୍ଠିତ

Posted by - June 20, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାର ଚାରିଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ବହିରା, ଘଣ୍ଟାପଡା, କୁଳୁତାଜର ଏବଂ ଧର୍ମନଗର ରେ ସମ୍ଭାବୀୟ ବାତ୍ୟା ପରିସ୍ଥିତି…