କନ୍ଧମାଳ ପାଇଁ ୨୫୦ କୋଟି, ବିଜୁ ଯୁବ ବାହିନୀ ଆଞ୍ଚଳିକ ଯୁବ ସମାବେଶ

979 0

ଫୁଲବାଣୀ:ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା । ମୋଟ୍ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି ନବୀନ । ଏଥିମଧ୍ୟରୁ ଖମନଖୋଲ-ଗାଡ଼ିମସ୍କା ରୋଡ଼ର ଉନ୍ନତି ପାଇଁ ୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

ବାଲିଗୁଡ଼ା ଏନଏସି ଅଞ୍ଚଳକୁ ପାଇପ୍ ପାଣି ଯୋଗାଇଦେବାକୁ ମୋଟ୍ ୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନ୍ୟପଟେ କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଓ ବୌଦ୍ଧ ଭଳି ୫ଟି ଜିଲ୍ଲାର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୭ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୭୭କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁ୍ଖ୍ୟମନ୍ତ୍ରୀ ।

Related Post

କଲିକତା ଫେରନ୍ତା ଙ୍କ ମହିଳା ନାଏବ ସରପଞ୍ଚ ଙ୍କୁ ସଙ୍ଗବଦ୍ଧ ଆକ୍ରମଣ

Posted by - April 23, 2020 0
ଭୁବନେଶ୍ବର:-ଯାଜପୁର ର ୫ଜଣ କଲିକତା ଫେରନ୍ତା ଙ୍କ ମହିଳା ନାଏବ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ।ଘଟଣା ଟି ଘଟିଛି ଯାଜପୁର ଜିଲ୍ଲାର ରାହାସୋଇ ଗ୍ରାମ ରେ।ଗତକାଲି ଯାଜପୁର ଜିଲ୍ଲାର ରାହାସୋଇ…

ଓଡିଆ ସିନେମା ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଙ୍କ ବିୟୋଗ

Posted by - June 4, 2019 0
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

Leave a comment

Your email address will not be published.