ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ-ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬ରେ

287 0

ଅନୁଗୁଳ:(ମହେଶ ଭୋମରାଜ) ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମୃତୁବରଣ କରିଛନ୍ତି।ଅନୁଗୁଳ ପୌରାଞ୍ଚଳର ଜଣେ ୫୨ ବର୍ଷୀୟ ପୁରୁଷ ଆଜି ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି।ଏହି ମୃତ୍ୟୁକୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା।

ପ୍ରକାଶ ଥାଉକି ପୂର୍ବରୁ ତାଳଚେର ଅଞ୍ଚଳର ଦୁଇ ଜଣ କରୋନା ଆକ୍ରାନ୍ତ ପୁରୁଷ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଖବର ପ୍ରକାଶିତ ହୋଇଥିଲା।କିନ୍ତୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା କୋଭିଡ ଅଡିଟ ପରେ ଏ ଦୁଇଜଣଙ୍କ ଆନୁସଙ୍ଗିକ ରୋଗରେ ମୃତ୍ୟୁ ହୋଇଥିବାର ସ୍ପଷ୍ଟ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କହିଛନ୍ତି।

Related Post

ସଚେତନ ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ

Posted by - October 30, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବିଶ୍ୱ ମିତ ବ୍ୟୟିତା ଦିବସ ପାଳନ ଅବସରରେ ସଚେତନ ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ…

ବିବାହ ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ

Posted by - February 4, 2019 203
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ…

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

Posted by - July 16, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l…

ପୁଷ୍ପା ମଞ୍ଜରୀ ଜାଲ ଟିଟିଲାଗଡ ପୌରପରିଷଦ ଉପାଧ୍ୟକ୍ଷା ଭାବରେ ନିର୍ବାଚିତ

Posted by - April 8, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦର ଉପାଧ୍ୟକ୍ଷା ଭାବରେ ୱାର୍ଡ ନଂ ୦୧ ର ବିଜେଡି କାଉନସିଲର ପୁଷ୍ପା ମଞ୍ଜରୀ ଜାଲ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ପୌର ପରିଷଦ…

ସୁସ୍ଥ ହେଲେ ୨୭ ସଂକ୍ରମିତ,ଦେଖନ୍ତୁ ଓଡିଶା ରେ କୋରୋନା ଅପଡେଟ (ମଇ ୧୩ ତାରିଖ ୧୫.୨୫ମି)

Posted by - May 13, 2020 256
ଭୁବନେଶ୍ବର :ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…