ନିଯୁକ୍ତି ନମିଳିଲେ ସେମାନଙ୍କ ସହ ନକ୍ସଲ ସଂଗଠନରେ ସାମିଲ ହେବେ । ଆଜି ରାଜ୍ୟସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ତାରା ବାହିନୀପତି

952 0

ମାଓବାଦୀ ସଂଗଠନରେ ମିଶିବେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । ରାଜ୍ୟ ସରକାରଙ୍କୁ ଦେଲେ ଅଲଟିମେଟମ୍ । କୋରାପୁଟର ୧୦ହଜାର ବେକାର ଯୁବକ ଯୁବତୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ତାରା । ନିଯୁକ୍ତି ନମିଳିଲେ ସେମାନଙ୍କ ସହ ନକ୍ସଲ ସଂଗଠନରେ ସାମିଲ ହେବେ । ଆଜି ରାଜ୍ୟସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ତାରା । ନିଯୁକ୍ତି ନମିଳିବାରୁ କୋରାପୁଟର ଅନେକ ବେକାର ଯୁବକ ଯୁବତୀ ନକ୍ସଲ ସଂଗଠନରେ ମିଶୁଛନ୍ତି । ଦାବି ପୂରଣ ନହେଲେ କୋରାପୁଟ ବନ୍ଦ କରିବାକୁ ଧମକ ଦେବା ସହ ଜୋରଦାର ଆନ୍ଦୋଳନ ପାଇଁ ମଧ୍ୟ ଧମକ ଦେଇଛନ୍ତି

Related Post

Leave a comment

Your email address will not be published.