ଗତକାଲି ଠାରୁ ବୁଡି ନିଖୋଜ ନାବାଳକ ର ଆଜି ମୃତ ଦେହ ଉଦ୍ଧାର

333 0

ଯାଜପୁର ଅଫିସ :ଯାଜପୁର ଜିଲା ଦଶରଥପୁର ବ୍ଳକ ବିହାରି ପଂଚାୟତ ଅପର ସାଉଣ୍ଡି ଗାଁ ନାଳରେ ଗତକାଲି ଠାରୁ ବୁଡି ନିଖୋଜ ନାବାଳକ ର ଆଜି ମୃତ ଦେହ ଉଦ୍ଧାର ହୋଇଛି। ବିଦ୍ୟାଧର ସାହୁଙ୍କ ୬ ବର୍ଷର ପୁଅ ସତ୍ୟପ୍ରକାଶ ଗତକାଲି ନାଳ ରେ ଖେଳୁଥିବା ସମୟରେ ସେ ନାଳକୁ ଖେଳିବାକୁ ଯାଇ ଖସିଯାଇଥିଲା ।

ଏହା ପରେ ଖୋଜା ଖୋଜି କରିବା ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ପୁଣି ଓଡ୍ରାଫ ଟିମ ଖୋଜା ଖୋଜି କରି ମୃତ ଦେହକୁ ଉଦ୍ଧାର କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।।

Related Post

କାଶୀପୁର ବ୍ଲକ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଂଘ ପକ୍ଷରୁ ମହାପ୍ରଭୁ ବିଶ୍ଵକର୍ମା ପୂଜା ପାଳିତ

Posted by - September 18, 2022 0
ରାୟଗଡା : (ଅଞ୍ଜନ କୁମାର ନାଏକ) ମହାପ୍ରଭୁ ବିଶ୍ଵକର୍ମା ପୂଜା ଉପଲକ୍ଷେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ କାରିଗର,ଚିତ୍ରକାର ଓ କଲକାର ମାନେ ପ୍ରଥମକରି…

ଯୁବ ସମାଜସେବୀଙ୍କ ଅକାଳ ବିୟୋଗରେ ଶୋକ

Posted by - July 16, 2021 0
ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ପଞ୍ଚାୟତ ସ୍ଥିତ ବାବଲପୁର(ବୈଷ୍ଣବ ସାହି)ଗ୍ରାମର ବର୍ଷିୟାନ ଯୁବ ସମାଜସେବୀ କିଶୋର ଚନ୍ଦ୍ର ଦାସ(୪୩)ଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ…

ସମ୍ବଲପୁରୀ ଏକତା ମଞ୍ଚ ପାଳନ କରିବ ସମ୍ବଲପୁରୀ ଦିନ

Posted by - July 29, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ଅଗଷ୍ଟ ୧ ତାରିଖରେ ପାଳନ ହେବ ସମ୍ବଲପୁରୀ ଦିନ। ଆଜି ସମ୍ବଲପୁର ଠାରେ ସମ୍ବଲପୁରୀ ଏକତା ମଞ୍ଚ…

ଛାତ୍ର କଂଗ୍ରେସ କର୍ମୀ ଙ୍କ ଉପରେ ଆକ୍ରମଣ ର ପ୍ରତିବାଦ

Posted by - November 17, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା…

ବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଦୁର୍ଘଟଣା

Posted by - August 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଏକ ବ୍ରିଜ଼ା କାର ଭାରସାମ୍ୟ ହରାଇ ରାସ୍ତା କଡ ରେ…