ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ତଳିହା ଗ୍ରାମ ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମର ବୈତରଣୀ ନଦୀ କୂଳରେ ପ୍ରାଚୀନ ସିଦ୍ଧେଶ୍ୱର ଶୈବପୀଠ ଅବସ୍ଥିତ।ଏହା ଗଙ୍ଗ ବଂଶର ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ଚତୁର୍ଥ ନରସିଂହଙ୍କ ଶିଳା ଲେଖାରୁ ଜଣାପଡେ। ପୌରାଣିକ ଦୁଷ୍ଟିର ଏହି ମନ୍ଦିର ପ୍ରତିଷ୍ଠାର ଅନେକ ଗୁରୁତ୍ୱ ଥିବା ବିଶ୍ୱାସ କରାଯାଏ। ପୁରାତନ ଉତ୍କଳର ପ୍ରାଚୀନ ରାଜଧାନୀ ବିରଜା କ୍ଷେତ୍ର ଯାଜପୁର ଅଦୁର ଉପକଣ୍ଠରେ ସ୍ୱୟଂ ସ୍ଵାଂଶ ବ୍ରହ୍ମାଙ୍କ ର ଦ୍ବାରା ସୁଷ୍ଟି ମହାନ ଶୈବପୀଠ ସିଦ୍ଧେଶ୍ୱର ଭଗବାନ ଙ୍କ ପବିତ୍ର ପୀଠ ସ୍ଥଳୀ ।ଏଠାରେ ବିଷ୍ଣୁ ଶିବଙ୍କୁ ଆରଧନା କରି ସିଦ୍ଧିଲାଭ କରିଥିବାରୁ ପରବର୍ତ୍ତୀ କାଳରେ ସେ ବିଶ୍ଵକର୍ମାଙ୍କ ଦ୍ଵାରା ସିଦ୍ଧେଶ୍ୱର ମୂର୍ତ୍ତି ସ୍ଥାପନ କରିଥିବାରୁ ପରବର୍ତ୍ତୀ କାଳରେ ସେ ବିଶ୍ୱକର୍ମା ଙ୍କ ଦ୍ଵାରା ସିଦ୍ଧେଶ୍ୱର ମୂର୍ତ୍ତି ସ୍ଥାପନ କରିଥିବା(ବ୍ରହ୍ମାଣ୍ଡ ପୁରାଣ)ରେ ଉଲ୍ଲେଖୀତ। ଅନ୍ୟ ଏକ ମତ ଅନୁସାରେ ସିଦ୍ଧେଶ୍ୱର ପୀଠରେ ପ୍ରଦ୍ୟୁମ୍ନ ତପସ୍ୟା କରି ସିଦ୍ଧି ଲାଭ କରିଥିଲେ।ତାଙ୍କର ତପସ୍ୟା ବେଦି ଓ ସ୍ନାନ କୁଣ୍ଡ ଏବେବି ରହିଛି। ଅଶୋକାଷ୍ଟମୀ ଯାତ୍ରା ସିଦ୍ଧେଶ୍ୱର ମହା ଦେବଙ୍କର ପ୍ରସିଦ୍ଧ ଯାତ୍ରା ଅଟେ। ସିଦ୍ଧେଶ୍ୱର ପୀଠର ମହିମା ଚାରିଆଡ଼େ ବିଖ୍ୟାତ ଓଡ଼ିଶାରେ ବେଶ ଜଣାଶୁଣା ଦେଵସ୍ଥାନ ।ଏହି କ୍ଷେତ୍ରକୁ କେବଳ ଓଡ଼ିଶା ନୁହେଁ ରାଜ୍ୟବାହାରେ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ପିତୃପୁରୁଷ ମାନଙ୍କର (ଅସ୍ଥିଶ୍ୱର ମନ୍ଦିର)ରେ ଅସ୍ଥିସଲ୍ୟା ବିସର୍ଜନ ନିମନ୍ତେ ଏଠାକୁ ଆସି ଅଛନ୍ତି।ଏହି ପବିତ୍ର ସ୍ଥାନକୁ ସମସ୍ତଙ୍କ ର ନଜର ଥାଇ ମଧ୍ୟ ଅଣଦେଖା ହେଉଛି କାରଣ ଅସ୍ଥିଶ୍ୱର ମନ୍ଦିର ଏବେ ଭଗ୍ନ ଅବସ୍ଥାରେ ଅଛି ।ତହସିଲଦାର ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ମଧ୍ୟ କିଛି କାର୍ୟ୍ଯ କରିତା ହେଇ ପାରୁନାହିଁ।
ଅଶୋକାଷ୍ଟମୀ ଯାତ୍ରା ସିଦ୍ଦେଶ୍ୱର ମହାଦେବଙ୍କର ପ୍ରସିଦ୍ଧ ଯାତ୍ରା ଅଟେ। ସିଦ୍ଦେଶ୍ୱର ପୀଠର ମହିମା ଚାରିଆଡେ ବିଖ୍ୟାତ। ଓଡିଶାରେ ବେଶ ଜଣାଶୁଣା ଦେବ ସ୍ଥାନ। ଏହି କ୍ଷେତ୍ରକୁ କେବଳ ଓଡିଶା ନୁହେଁ ରାଜ୍ୟ ବାହାରେ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁମାନେ ପିତୃ ପୁରୁଷ ମାନଙ୍କର ଅସ୍ଥିସଲ୍ୟ ବିସର୍ଜନ ନିମନ୍ତେ ଏଠାରେ ଥିବା ଅସ୍ଥିଶ୍ୱର ମନ୍ଦିରକୁ ଆସିଥାଆନ୍ତି। ଏହି ପବିତ୍ର ସ୍ଥାନକୁ ସମସ୍ତଙ୍କର ନଜର ଥାଇ ମଧ୍ୟ ଅଣଦେଖା ହୋଇ ପଡିଛି। କାରଣ ଅସ୍ଥିଶ୍ୱର ମନ୍ଦିର ଏବେ ଭଗ୍ନ ଅବସ୍ଥାରେ ପଡି ରହିଛି। ସ୍ଥାନିୟ ତହସିଦାର କିମ୍ବା ଜିଲ୍ଲା ପ୍ରଶାସନକୁ ସ୍ଥାନିୟ ଅଂଚଳବାସୀଙ୍କ ତରଫରୁ ବାରମ୍ବାର କୁହା ଯାଉଥିଲେ ମଧ୍ୟ କର୍ଣ୍ଣପାତ ନ କରିବା ବଡ ଦୁଃଖ ଓ ପରିତାପର ବିଷୟ ହୋଇଛି। ସିଦ୍ଦେଶ୍ୱର ମହାଦେବଙ୍କ ନାମରେ ଏକର ଏକର ସମ୍ପତି ଅନ୍ୟମାନଙ୍କ କବ୍ଚାରେ ଥିବାରୁ ବାରମ୍ବାର ରାଜସ୍ୱ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଜଣାଉଥିଲେ ମଧ୍ୟ ପ୍ରଶାସନ ଶୁଣି ନ ଶୁଣିଲାପରି ବସି ରହିଛି। ସ୍ଥାନିୟ ଲୋକଙ୍କ କହିବା ଅନୁସାରେ ବହୁ ପୁରାତନ ପୀଠ ସ୍ଥଳି ହୋଇଥିବାରୁ ପୂର୍ବରୁ ସିଦ୍ଦେଶ୍ୱରଙ୍କ ନାମରେ ବହୁ ସମ୍ପତ୍ତି ଥିଲା। ଏବେ ସେସବୁ ଅନ୍ୟଲୋକଙ୍କ କବ୍ଚାରେ ଥିବାର ଜଣାଯାଇଛି। ମନ୍ଦିର ବର୍ତ୍ତମାନ ଭଗ୍ନ ଅବସ୍ଥାରେ ପଡିରହିଛି। ମରାମତି, ରକ୍ଷଣାବେକ୍ଷଣ ଓ ଜବର ଦଖଲ ସମ୍ପତ୍ତିକୁ ଉଦ୍ଧାର ନିମନ୍ତେ ବାରମ୍ବାର ଅଂଚଳବାସୀ ଜଣାଇ ଆସୁଥିଲେ ମଧ୍ୟ ତହସିଲ, ଦେବୋତ୍ତର ଓ ଜିଲ୍ଲା ପ୍ରଶାସନ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ବଡ ଦୁଃଖ ଓ ପରିତାପର ବିଷୟ ହୋଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନିୟ ଅଂଚଳବାସୀଙ୍କ ସହିତ ପର୍ଯ୍ୟଟକ ମାନଙ୍କର ଦାବି ହେଉଛି।
ଏହା ସେଠାକାର ପୂଜକ ଓ ସ୍ଥାନିୟ ଲୋକଙ୍କ ଠାରୁ ସଂଗୃହିତ ବିବରଣୀ ଅଟେ।
Pakistan Kızlar Sıcak Göğüsler Seks seks mobil porno.
01:26. Sıcak Boşalma Yavaş Ç_ekim Cute milf lydia hard
anal gangbang. #milf #anal #Fetiş #twinks #lezbiyen #teen #büyük
horoz #handjob #ev yapımı #karısı. 15:03. Kız kıza cam da sanal seks.
Guy, tribute thang til the milf. tits knows the greek sex
melitta yem having cock redhead 2 got shirosakia cumming fucks.
morena for viper babe ii 179.
hormone supplements for sexual health in the usa
best place to buy hormone supplements in the usa
best online store for affordable hormone supplements
organic supplements for women’s skin