ଫୋନ୍ରେ ସୁମଧୁର କଥା କହି ଯୁବକଙ୍କୁ ଫସାଇବା ପରେ ହୋଇଯାଏ ପକେଟ୍ ଖାଲି। ପ୍ରଥମେ ଫୋନ କଲ୍। ଆଉ ତା ପରେ ଋଣ କରାଇ ଦେବା ନାଁରେ କହି ଯୁବକଙ୍କୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି। ଯୁବକଙ୍କ ମଧ୍ୟରେ ବିଶ୍ୱାସ ଆଣିବାକୁ ସାର୍ଟିଫିକେଟ ଯାଞ୍ଚ ଏବଂ କ୍ଲିୟରାନ୍ସ ଭଳି କଥା କହିଥାନ୍ତି।
ଏହା ପରେ କିଛି ଟଙ୍କା ଜମା କରିବାକୁ କହି ରାତାରାତି ଫେରାର ହୋଇଯାଆନ୍ତି। ଏଭଳି ଏକ ଠକାମୀର ଶିକାର ହୋଇଛନ୍ତି ବ୍ରହ୍ମପୁରର ଯୁବକ ଦୀପକ ପଣ୍ଡା। ୫ ଲକ୍ଷ ଟଙ୍କା ଋଣ କରାଇ ଦେବାକୁ କହି ତାଙ୍କୁ ୧ ଲକ୍ଷରୁ ଅଧିକ ଟଙ୍କା ଜମା କରିବାକୁ କହିଥିଲେ। ଟଙ୍କା ଜମା କରିବା ପରେ ଏହି ଠକ ଦଳଙ୍କ ଆଉ ପତ୍ତା ମିଳିନଥିଲା।
Facebook Notice for EU!
You need to login to view and post FB Comments!
http://www.hatayescortbayanlar.com/kategori/arsuz-escort/