ଚ୍ଥତିଆ ଡ୍ରାଇଭିଂ ଇନିଷ୍ଟିଚ୍ୟୁଟର ବିକାଶ ପାଇଁ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର

3980 348

ଯାଜତ୍ପର ଅଫିସ : ଯାଜପୁର ଜିଲ୍ଳ୍‌ାର ଚ୍ଥତିଆ ସ୍ଥିତ ହେଭି ମୋଟର ଭେହିକିଲ ଡ୍ରାଇଭିଂ ଟ୍ରେନିଂ ଇନିଷ୍ଟିଚ୍ୟୁଟ୍ (HMVDTI) କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଉନ୍ନତିକରଣ ପାଇଁ ୩,୭୩,୩୧,୫୦୦ ଟଂକା ପ୍ରଦାନ କରାଯାଇଚ୍ଥି ବୋଲି ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ଯାଜପୁର ଜିଲ୍ଲାପାଳ  ରଂଜନ କୁମାର ଦାସଙ୍କୁ ଅବଗତ କରାଇଚ୍ଥନ୍ତି । ଏହି ଡ୍ରାଇଭିଂ ଇନିଷ୍ଟିଚ୍ୟୁଟ ରାଜ୍ୟର ଏକ ପ୍ରମୁଖ ଓ ଦକ୍ଷତା ବୃଦ୍ଧିରେ ସହାୟକ କେନ୍ଦ୍ର ଭାବେ ଅଭିହିତ କରାଯାଇ ଏହାର ବିକାଶ ପାଇଁ ବ୍ୟବସ୍ଥା କରାଯାଇଚ୍ଥି । ପଂଳରେ ଉନ୍ନତ ମାନର ଦକ୍ଷତା ସଂପନ୍ନ ଡ୍ରାଇଭରମାନେ ଏହି କେନ୍ଦ୍ରରୁ ବାହାରିପାରିବେ ।

ଯାହା ରାସ୍ତା ଦୁର୍ଘଟଣାକୁ ପ୍ରତିହତ କରିବା ସହ ସଡକ ସୁରକ୍ଷା ଦିଗରେ ସହାୟକ ହେବ ବୋଲି ଶ୍ରୀ ପାଢୀ ପ୍ରଦତ୍ତ ପତ୍ରରେ ଉଲ୍ଲେଖ କରିଚ୍ଥନ୍ତି । ଏହି ଅର୍ଥକୁ ତୁରନ୍ତ ବିନିଯୋଗ କରି ଏକ ଶ୍ରେଷ୍ଠ ତାଲିମ କେନ୍ଦ୍ର ଭାବେ ପରିଣତ କରିବାକୁ ସଚିବ ଶ୍ରୀ ପାଢୀ ଜିଲ୍ଲାପାଳ ପରାମର୍ଶ ଦେଇଚ୍ଥନ୍ତି । ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ମାଧ୍ୟମରେ ଏହି ତାଲିମ କେନ୍ଦ୍ରର ବି.ପି.ଏଲ୍‌., ଅନୁସୂଚୀତ ଜାତି, ଜନଜାତି, ମହିଳା ଯୁବବର୍ଗ ମାନଙ୍କ ପ୍ରଶିକ୍ଷଣ ପାଇଁ ଏହା ବିଶେଷ ସହାୟକ । ମେସର୍ସ ଅଶୋକ ଲେଲ୍ୟାଣ୍ଡ ଲିଃ ମଧ୍ୟ ଏଥିରେ ତାଲିମ ସହାୟତା ପ୍ରଦାନ କରୁଚ୍ଥନ୍ତି । ତେଣୁ ଏହାର ଉପଯୋଗ ତୁରନ୍ତ କରିବାକୁ ସେ ପରାମର୍ଶ ଦେଇଚ୍ଥନ୍ତି ।

Related Post

ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ

Posted by - August 18, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁରରେ ହର୍ଷୋଲ୍ଲାସର ସହିତ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଜିଲ୍ଲା ସ୍ତରୀୟ ଉତ୍ସବର ମୁଖ୍ୟଅତିଥି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଝାରୀ…

ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ଦ୍ୱାରା ଧର୍ମଗଡ ବିଇଓ କାର୍ଯ୍ୟଳୟ ଘେରାଉ

Posted by - June 5, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରାଗୁଡା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନଥିବା ବେଳେ ସ୍କୁଲ କମିଟି…

ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ 

Posted by - March 11, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରର ପୂର୍ଣ୍ଣାନନ୍ଦ ମିଶ୍ର ସ୍ମୃତି ପାଠାଗାର ପରିସରରେ ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ ହୋଇଯାଇଛି । ମା ବିରଜା…

ଡ.ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ସୁବର୍ଣପୁର ଜିଲ୍ଳା କଳାକାର ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Posted by - June 8, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣପୁର ଜିଲ୍ଲା କଳାକାର ସଂଘ ପକ୍ଷରୁ ସ୍ଥାନୀୟ ଶୁରେସ୍ୱରୀ ମନ୍ଦିର ପରିସରରେ ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗ ରେ ଏକ ଶୋକସଭା ଅନୁଷ୍ଠିତ…

ଫାଇନାନ୍ସ ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ଅଭିଯୁକ୍ତ ଯୁବକ ଥାନାରେ ଅଟକ

Posted by - September 24, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ନିଜକୁ ବ୍ୟାଙ୍କ୍ ଅଧିକାରୀ ପରିଚୟ ଦେଇ ଫାଇନାନ୍ସ୍ କରେଇଦେବା ଆଳ ରେ ନିରିହ ଲୋକଙ୍କ ଠାରୁ ଲକ୍ଷାଧିକ…

There are 348 comments

  1. Pingback: buy stromectol 6 mg

  2. Living with ED (Erectile dysfunction) takes more than a physical toll. The tender crashing the condition can possess on a staff and his consort can be fair-minded as difficult. It is garden-variety for the duration of men with ED to note incense, frustration, sadness, or deficit confidence. Come what may, the modify can be treated.
    Source: cialis otc switch

  3. Organic ED involves abnormalities the penile arteries, veins, or both and is the most common basis of ED, first of all in older men. When the tough nut to crack is arterial, it is all things considered caused away arteriosclerosis, or hardening of the arteries, although trauma to the arteries may be the cause. Source: cialis otc

  4. Pingback: buy cenforce 100mg online

Leave a comment

Your email address will not be published.