ବିପୁଳ ପରିମାଣର ବିଦେଶୀ ମଦ ଜବତ

3272 357

ଅନୁଗୁଳ :(ମହେଶ ଭୋମରାଜ)ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ । ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ସହ ଏକ କାର୍‌ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି ।
ସୂଚନାମୁତାବକ, ଏକ କାରରୁ ପ୍ରାୟ ୭୨୦ ବୋତଲ ବିଦେଶୀ ମଦ ଜବତ ହୋଇଛି। ପାଖାପାଖି ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏକ ମାରୁତି ସ୍ୱିଫ୍ଟ କାରରେ ମଦ ବୋତଲ ଥିବା ବେଳେ ଜବତ ହୋଇଛି  ।

ଘଟଣାରେ ଜରାସିଂହା ଗାଁ ର ଗଜେନ୍ଦ୍ର ସାହୁ ଏବଂ କୁମଣ୍ଡ ଚଣ୍ଡୀ ବଜାରର ଅଜୟ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଏଗୁଡିକ ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଅନୁମତି ଲେଖା ଥିବା ବେଳେ ଓଡ଼ିଶାରେ ଏହାର ଲିଙ୍କ ଥିବା ଖବର ଜଣା ପଡ଼ିଛି। ଅନେକ ଦିନରୁ ଏମାନେ ଏହି ମଦକୁ ମାତ୍ର ୫୦ ଟଙ୍କାରେ ଆଣି ଶହ ଶହ ଟଙ୍କାରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ଖବର ମିଳିଛି।

Related Post

ଚୋରା ଦେଶୀ ମଦ ଜବତ , ୨ ଗିରଫ

Posted by - May 31, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ…

ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଜଣେ ଶିକ୍ଷକ ସମେତ ୩ଜଣଙ୍କ ଦୁଷ୍କର୍ମ

Posted by - February 17, 2019 0
ଯାଜପୁର ଟାଉନ ଥାନା ଅଂଚଳର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଜଣେ ଶିକ୍ଷକ ସମେତ ୩ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର…

ରତାଖଣ୍ଡି ବୀରକିଶୋର ହତ୍ୟାକାଣ୍ଡ ମାମଲା: ଦୀର୍ଘ ୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସିତାରାମ ଦନ୍ତା ଗିରଫ

Posted by - October 24, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବହୁ ଚର୍ଚ୍ଚିତ ଘିକୁଣ୍ଡି ପୂର୍ବତନ ସରପଞ୍ଚ ଅଞ୍ଜଳି ପ୍ରଧାନ ଙ୍କ ସ୍ୱାମୀ ରତାଖଣ୍ଡି ନିବାସୀ ବୀରକିଶୋର ପ୍ରଧାନ ଙ୍କ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ…

ହୃଦୟକୁ ଘୋଟାଲା ହେବାକୁ ଦିଅ ନାହିଁ,ଭାଲେଣ୍ଟାଇନ୍ସ ଡେ ଠକେଇ ପାଇଁ ସାବଧାନ

Posted by - February 4, 2021 0
ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ…

There are 357 comments

Leave a comment

Your email address will not be published.