ଯାଜପୁର ଉପଜିଲ୍ଲାପାଳ ଙ୍କ ବିଞ୍ଝାରପୁର ରେ ଲକଡାଉନ ର ସମୀକ୍ଷା

985 155

ଯାଜପୁର ଅଫିସ :ଜିଲ୍ଲାପାଳ ଜିଲ୍ଲାର ସମସ୍ତ  ଜିଲ୍ଲା ବାସୀଙ୍କୁ  ବାହାରକୁ ବିନା ଅନୁମତିରେ ଯିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି କେହି ଏହାର ଅବମାନନା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ତଥାପି ଅନେକ ଏହି ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ବିଭିନ୍ନ  ସ୍ଥାନକୁ ଯାଉଥିବା ଅଭିଯୋଗ ହେଉଛି । ଯାହାର ଫଳ ସ୍ୱରୁପ ଆଜି ଯାଜପୁର ଜ଼ିଲ୍ଲା ବିଞ୍ଝାରପୁର ମେଡିକାଲକୁ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପରିଦର୍ଶନ କରି  ବିଂଝାରପୁର ବଜାର ଅଂଚଳକୁ  ଅନୁଧ୍ୟାନ କରିଥିଲେ ।

ବିଂଝାରପୁରରେ କରୋନାର ପ୍ରଭାବ ବୃଦ୍ଧି ପାଉଥିବା ଯୋଗୁ ଶ୍ରୀ ଧଳ କରୋନା ର ସ୍ଥିତି ଅନୁଧ୍ୟାନ କରିଥିଲେ ନୁଆ ଲକ ଡାଉନ ଗାଇଡଲାଇନ ସତ୍ୱେ ବିଭିନ୍ନ ବାହାନା ନେଇ ବୁଲୁଥିବା ଅମାନିଆ ମାସ୍କ ଓ ହେଲମେଟ ପରିଧାନ କରିନଥିବା ଦେଖି ତାଙ୍କ ଠାରୁ ଫାଇନ ଆଦାୟ କରିବା ସହିତ ସଚେତନ କରାଇଥିଲେ । ଲୋକେ ଯଦି ନିଜେ ସଚେତନ ନ ହେବେ ତେବେ ନିଜସହ ନିଜ ପରିବାର ଓ ସାମାଜକୁ ମଧ୍ୟ ବିପଦ ରେ ପଡି ପାରନ୍ତି ବୋଲି ଉପ-ଜିଲ୍ଲାପାଳ କହିଲେ ।

Related Post

ଧରାପଡିଲା ମହିଳାଙ୍କୁ ଧକା ଦେଇ ଚମ୍ପଟ ମାରୁଥିବା ନିଶାଗ୍ରସ୍ତ ଡ୍ରାଏଭର

Posted by - July 12, 2021 0
ମାଥିଲି:(ଅବଦୁଲ ଗନି)ମହିଳାଙ୍କୁ ଧକା ଦେଇ ଚମ୍ପଟ ମାରୁଥିବା ନିଶାଗ୍ରସ୍ତ ଡ୍ରାଏଭର ଓ ଗାଡିକୁ ପୋଲିସ ଙ୍କୁ ହସ୍ତାନ୍ତର କଲେ ସମାଜ ସେବୀ । ମାଲକାନଗିରି ବାଲିମେଳା ରାସ୍ତା…

କେସିଙ୍ଗାରେ ପ୍ରାଥମିକ ଚକ୍ଷୁ ପରିକ୍ଷା କେନ୍ଦ୍ର ଉଦଘାଟନ

Posted by - May 24, 2022 0
କେସିଙ୍ଗା :(ପୀତେଶ ପଟେଲ) କେସିଙ୍ଗାରେ ପ୍ରାଥମିକ ଚକ୍ଷୁ ପରିକ୍ଷା କେନ୍ଦ୍ର ଉଦଘାଟନ । ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଏନ,ଏ,ସି ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କୁ ଆମନ୍ତ୍ରିତ…

କେଶାଇ ବାହାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ବୃକ୍ଷ ଆମର ବନ୍ଧୁ କାର୍ଯ୍ୟକ୍ରମ

Posted by - October 25, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)  କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ୍ ର କେଶାବାହାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ଆଜି ଇକୋ କ୍ଳବ୍ ପକ୍ଷରୁ ବୃକ୍ଷ ଆମର ବନ୍ଧୁ…

ଦ୍ଵିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ମନ୍ତ୍ରୀଙ୍କ ଦ୍ୱାରା ଲୋଗୋ ଉନ୍ମୋଚନ

Posted by - October 12, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ଭୈରବୀ ମନ୍ଦିର ପରିସରରେ ମଙ୍ଗଳବାର ୨ୟ ରାଜ୍ୟସ୍ତରୀୟ ମାଁ ଭୈରବୀ…

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ

Posted by - September 9, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସେପ୍ଟେମ୍ବର ମାସ ୯ ତାରିଖ ଆଜିର ଦିନରେ ଏହି ଡିଏଭି ମହାବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

Leave a comment

Your email address will not be published.