ଏନଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ

4440 373

ଯାଜପୁର ଅଫିସ :ଜିଲ୍ଲାରେ ଗତ କିଛିଦିନ ହେଲାଣି କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକମାନେ ସାମାଜିକ ଦୂରତା ଓ ମାସ୍କ ଲଗାଇବାରେ କୋହଳ ମନୋଭାବ ମଧ୍ୟ ଦେଖିବାକୁ ମିଳୁଛି । ଏପରିକି ବିଭିନ୍ନ ବ୍ୟବସାୟୀମାନେ ପୂର୍ବପରି ଦ୍ରବ୍ୟ ବିକ୍ରୟ ସମୟରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି କ’ଣ ଆଭିମୁଖ୍ୟ ଗ୍ରହଣ କରିବା ସହ କରୋନାର ପ୍ରାଥମିକ ଅବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ସାଧାରଣ ଲୋକମାନେ ଯେତେ ସତର୍କ ନହେବେ, ମାର୍ଗଦର୍ଶିକା ନ ମାନିବେ ଆମେ କରୋନାକୁ ପ୍ରତିହତ କରିପାରିବା ନାହିଁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି । ଏ ସଂପର୍କରେ ଏକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଜିଲ୍ଲପାଳ ଓ ଏସ୍‌.ପି. ସମସ୍ତ ବିଡ଼ିଓ, ତହସିଲଦାର, ଆଇ ଆଇ.ସି. ଓ ମେଡ଼ିକାଲ ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମାଞ୍ଚଳରେ ସରକାରୀ ଟିଏମ୍‌ସିରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ୧୪ ଦିନ କ୍ୱାରେନ୍‌ଟାଇନରେ ରହିବା ବାଧ୍ୟତା ମୂଳକ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଛନ୍ତି ।

ସେହିପରି ସାମାଜିକ ଦୂରତା ବଜାୟ, ମାସ୍କ ବ୍ୟବହାର, ଗହଳିକୁ ପ୍ରତିହତ ପାଇଁ ଧରପଗଢ଼କୁ ଜୋରଦାର କରିବା ସହ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଆର୍ଥିକ ଦଣ୍ଡ ଓ ଆବଶ୍ୟକ ସ୍ଥଳେ କ୍ୱାରେଣ୍ଟାଇନ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି. ଚରଣ ସିଂ ମିନା, ଆଇ.ଏ.ଏସ୍ ପ୍ରୋବେସନର ସଚିନ୍ ପାୱାର, ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସିଡ଼ିଏମ୍‌ଓ ଡା. ସୁଧାଂଶୁ ଶେଖର ବଳ ପ୍ରମୁଖ ଯୋଗଦେଇଥିଲେ ।ପୂର୍ବରୁ ଆଇ.ଏ.ଏସ୍ ପ୍ରୋବେସନର ଶ୍ରୀ ପାୱାର, ଉପଜିଲ୍ଲାପାଳ ଶ୍ରୀଧଳ, ରସୁଲପୁର ତହସିଲଦାରଙ୍କ ଓ ଜ୍ୟୋତିକାନ୍ତ ଭୁଜବଳ, ଥାନା ଆଇଆଇସି ମନୋଜ ସ୍ୱାଇଁ ପ୍ରମୁଖ ରସୁଲପୁର ବ୍ଲକ ଗୋପାଳପୁର କଣ୍ଟେନମେଣ୍‌ଯଜୋନୁ ପରିଦର୍ଶନ ସହ ବିଭିନ୍ନ ସ୍ଥାନରେ ଧରପଗଡ଼ ଓ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଫାଇନ କରାଯାଇଥିଲା ।

Related Post

ମହାମାରୀ ସମୟରେ ରକ୍ତାଭାବ ଦୂର ପାଇଁ ଚେଷ୍ଟା – ୫୬୩ ୟୁନିଟ ରକ୍ତ ସଂଗ୍ରହ.

Posted by - August 25, 2020 0
ଅନୁଗୁଳ:(ମହେଶ ଭୋମରାଜ)  ଅନୁଗୁଳ ଜିଲ୍ଲାରୁ କରୋନା ସ୍ଥିତିରେ ରକ୍ତାଭାବ ଦୂର କରିବା ପାଇଁ ଆଜି, ପବିତ୍ର ଗଣେଷ ପୁଜା ଓ ନୁଆଁଖାଇ ପର୍ବ ଅବସରରେ ଅନୁଗୁଳ ଅମଲାପଡାସ୍ଥିତ…

ଖପ୍ରାଖୋଲ ବସ ଷ୍ଟପ ନିକଟ ବିଦ୍ୟୁତ ଖମ୍ବର ଏଲ ଇ ଡି ଲାଇଟ ମରାମତି ପାଇଁ ଦାବି

Posted by - September 13, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବସ ଷ୍ଟପ ନିକଟ ଚାରୋଟି ବିଦ୍ୟୁତ ଖମ୍ବ ର ଏଲ ଇ ଡି ଲାଇଟ ମରାମତି ପାଇଁ…

କାଳର କରାଳ ଚକ୍ଷୁ ଗ୍ରାସରେ ନିରୀହ ଛେଳି ପଲ , ଏକା ଥରକେ ମରିଗଲେ ୬୦ରୁ ୭୦ ଛେଳି

Posted by - October 17, 2022 0
ବୁଗୁଡ଼ା : (ଦିଲ୍ଲୀପ କୁମାର ଖାଡଙ୍ଗା) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତ ର କଞ୍ଚୁରୁ ଗ୍ରାମ ର ସତୁରୁ ପାତ୍ର ସବୁଦିନ ଭଳି ଆଜି ମଧ୍ୟ…

There are 373 comments

  1. I know this if off topic but I’m looking into starting my own blog and was wondering what all is required to get set up? I’m assuming having a blog like yours would cost a pretty penny? I’m not very web smart so I’m not 100 certain. Any suggestions or advice would be greatly appreciated. Cheers

  2. I intended to write you that very small remark so as to say thank you again over the great pointers you’ve discussed on this page. It is really incredibly open-handed with people like you to convey unreservedly what exactly numerous people would have advertised for an e-book to earn some dough for themselves, precisely considering that you might well have done it if you ever wanted. The suggestions likewise acted like a great way to realize that most people have similar keenness really like my very own to understand way more when considering this issue. I’m sure there are a lot more enjoyable instances up front for individuals who looked at your site.

  3. Admiring the time and energy you put into your website and in depth information you present. It’s good to come across a blog every once in a while that isn’t the same outdated rehashed information. Wonderful read! I’ve bookmarked your site and I’m including your RSS feeds to my Google account.

  4. At this time it seems like WordPress is the best blogging platform out there right now. (from what I’ve read) Is that what you’re using on your blog?

  5. It is appropriate time to make a few plans for the long run and it’s time to be happy. I have read this submit and if I may just I desire to suggest you few fascinating things or suggestions. Maybe you can write next articles relating to this article. I desire to learn more things approximately it!

  6. With havin so much content do you ever run into any issues of plagorism or copyright infringement? My blog has a lot of exclusive content I’ve either created myself or outsourced but it appears a lot of it is popping it up all over the web without my authorization. Do you know any techniques to help stop content from being stolen? I’d truly appreciate it.

Leave a comment

Your email address will not be published.