କନଷ୍ଟେବଳ ମହାସଂଘ ୪ ଦଫା ଦାବିକୁ ସରକାର ଶୁଣୁ ନଥିବା ଅଭିଯୋଗ କରି ମହାସଂଘ ଆଜି ରାତି ୧୦ଟା ସୁଦ୍ଧା ଦାବି ପୂରଣ ପାଇଁ ସରକାରଙ୍କୁ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତାକାଲି କଳାବ୍ୟାଚ୍ ପିନ୍ଧି ଡ୍ୟୁଟି କରିବାକୁ ଧମକ ଦେଇଛନ୍ତି। ଏହା ପରେ ବି ଦାବି ପୂରଣ ନ ହେଲେ ସନ୍ଧ୍ୟା ସୁଦ୍ଧା ଦାୟିତ୍ୱରୁ ଓହରି ୮ ତାରିଖରୁ କାର୍ଯ୍ୟବନ୍ଦ୍ ଆନ୍ଦୋଳନ କରିବାକୁ ଧମକ ଦେଇଛି ମହାସଂଘ
Breaking News
Related Post
ପାଟଣାଗଡ଼ ବିଧାୟକଙ୍କ ନାଁରେ ଏତଲା ଦେଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ
ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର…
ବଡ ଖବର
- ରାଜ୍ୟ କ୍ୟାବିନେଟ୍ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା
- ଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି
- କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍ ରାସ୍ତାରେ କାର୍ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା
- ବେଦାନ୍ତର ସ୍ଵତନ୍ତ୍ର ଗ୍ରାମସଭାକୁ ଲୋକଙ୍କ ବିରୋଧ ଖାଲି ହାତରେ ଫେରିଲେ କମ୍ପାନୀ କର୍ତ୍ତୃପକ୍ଷ
- ପ୍ରଣୀ ସମ୍ପଦ ବିଭାଗ ତରଫରୁ ପାଲା ମାଧ୍ୟମରେ ଜନ ସଚେତନତା
- କୃଷକ ଉତ୍ପାଦକ ସଂଗଠନ ତ୍ରୟମାସିକ ସମୀକ୍ଷା ବୈଠକ
- ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ
- ଘୋଷ ଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ
- ଗୋ ମାତା ପ୍ରେମୀ ଜୋତିପ୍ରକାଶଙ୍କ ଅଭନବ ଉପାୟରେ ଗୋମାତାଙ୍କ ସୁରକ୍ଷା