ବାଦିବାହଳ ଗ୍ରାମର ସରସ୍ୱତୀ ପୂଜା କମିଟି ପକ୍ଷରୁ ବୃକ୍ଷରୋପଣ

672 0

ଅନୁଗୁଳ :(ମହେଶ ଭୋମରାଜ)ସାମୂହିକ ବୃକ୍ଷରୋପଣ ସହିତ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଜରୁରି ହୋଇପଡିଛି । ଅନୁଗୋଳ ବ୍ଲକ ଅନ୍ତର୍ଗତ ବାଦିବାହଳ ଗ୍ରାମର ସରସ୍ୱତୀ ପୂଜା କମିଟି ପକ୍ଷରୁ ସୋମବାର  ଗ୍ରାମ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି ।ପୂଜା କମିଟିର ସଦସ୍ୟ ଅମିତ ଗଡନାୟକ,ସଚିଦାନନ୍ଦ ଗଡନାୟକ,ଶକ୍ତିପ୍ରସାଦ ଗଡନାୟକ,ଦେବ ପ୍ରସାଦ ଗଡନାୟକ ଓ ଗ୍ରାମର ବହୁ ସଦସ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

ବୃକ୍ଷରୋପଣ ସହ ବ୍ୟାପକ ବୃକ୍ଷରୋପଣ ସହିତ ବୃକ୍ଷକୁ ବଞ୍ଚାଇ ରଖିବା ପାଇଁ ଆବଶ୍ୟକ ଯତ୍ନ ନେବାକୁ କମିଟି ସଦସ୍ୟ ମାନେ ବୁଝାଇଥିଲେ ।ଉକ୍ତ ଗ୍ରାମର ବୟଜ୍ୟୋଷ୍ଠ ବ୍ୟକ୍ତି ଶ୍ରୀ ଅକ୍ଷୟ ଗଡ଼ନାୟକ ,ନୀଳମଣି ସାହୁ ,ବେଣୁଧର ସାହୁ ,ଜୟକୃଷ୍ଣ ଗଡ଼ନାୟକ ,ଗିରିଧାରୀ ଗଡ଼ନାୟକ ,ଅଭୟ ସାହୁ ଏବଂ ଉକ୍ତ ଗ୍ରାମର ତଥା ଅନଗୁଳ ଜିଲ୍ଲାର ବିଶିଷ୍ଠ ରକ୍ତ ଦାତା ରମଣୀ ରଞ୍ଜନ ଗଡ଼ନାୟକ କମିଟିର ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ଆଗକୁ ଏହିପରି ସାମାଜିକ କାର୍ଯ୍ୟ ଓ ବୃକ୍ଷ ରୋପଣ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ .

Related Post

କିଲାସମା ମୋଡେଲ ହାଇସ୍କୁଲ ପରିଦର୍ଶନ କଲେ ଶ୍ରମମନ୍ତ୍ରୀ

Posted by - October 16, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତ ରେ ଥିବା ମୋଡେଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…

ଅବକ୍ଷୟ ମୁଖୀ ଜଙ୍ଗଳ ଜନ ବସତି ମୁହାଁ ହରିଣ, ଖୋଜୁଛି ବନ ବିଭାଗ

Posted by - April 24, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କ୍ରମାଗତ ଜଙ୍ଗଳ କ୍ଷୟ ଯୋଗୁଁ ପରିବେଶ ସନ୍ତୁଳନ ହରେଇ ବସିଥିବା ବେଳେ ଜଙ୍ଗଲୀ ବନ୍ୟପ୍ରାଣୀ ଖାଦ୍ୟ…

ସ୍ଥାୟୀ ଜମି ପଟ୍ଟା ଦାବୀରେ ବିନିକା ବ୍ଲକ ଅନୁସୂଚିତ ଜାତିର ୨୦ଟି ପରିବାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି

Posted by - May 17, 2022 0
ସୋନପୁର :(ଅଜିତ କୁମାର ପୂଜାହାରି) ସ୍ଥାୟୀ ଜମି ପଟ୍ଟା ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଂଚାୟତ ବାବୁପାଲି ମନରଞ୍ଜନପୁର ଗାଁର ଅନୁସୂଚିତ ଜାତିର ୨୦ଟି…

ମୋଟର ସାଇକଲ ରୁ ପଡି ମହିଳା ମୃତ୍ୟୁ

Posted by - August 7, 2022 0
ଖପ୍ରାଖୋଲ: ୫/୮ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ବେନକେରା ଗ୍ରାମରେ ଜଣେ ମହିଳା ଙ୍କ ମୋଟର ସାଇକେଲ ରୁ ଖସିପଡ଼ି ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାଯାଇଛି…

ଦମ୍ବରୁଗଡ ମହନ୍ତ ଗୀରିବର ଦାସ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦମ୍ବରୁଗଡ ମହୋତ୍ସବର ତୃତୀୟ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

Posted by - December 5, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ରବିବାର ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଗିରିବର ଦାସ ତ୍ୟାଗୀ ମହାରାଜଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଡମ୍ବରୁ ଗଡ ମହୋତ୍ସବ ସିଦ୍ଧ ତପୋ ସେବା ବନ…

Leave a comment

Your email address will not be published.