କୋରୋନା ମୁକାବିଲା କରିବା ପାଇଁ ବ୍ଲକ ପରିସରରେ ତାଲିମ ଶିବିର 

631 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )

କୋରୋନା ମୁକାବିଲା କରିବା ପାଇଁ ଗ୍ରାମାଂଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିଲା କିନ୍ତୁ ଏବେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସଂଖ୍ୟା କମିବା ପଂଳରେ ସେହି ଟିଏମସି କୁ ସରକାର ସଂପୁର୍ଣ୍ଣ ବନ୍ଦ କରି ପଂଚାୟତ ସ୍ତରୀୟ କୋଭିଡ କେୟାର କେନ୍ଦ୍ର କରାଯିବାକୁ ନିଷ୍ପତି ହୋଇଛି ସେହିପରି କେତେକ ପଂଚାୟତକୁ ନେଇ ପଂଚାୟତ କ୍ଲଷ୍ଟର ସେଂଟର କରାଯିବ ସେଠାରେ କୋରୋନା ରୋଗର ଲକ୍ଷଣ ଦେଖାଦେଉଥିବା ରୋଗୀଙ୍କୁ ରଖାଯିବାର ବନ୍ଦୋବସ୍ତ କରାଯାଇଛି  ଅଧିକ ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ 

 ନେଇ ଆଜି ଯାଜପୁର ବ୍ଲକ ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ଜିଲା ସୂଚନା  ଲୋକସଂପର୍କ ଅଧିକ ତାଲିମଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ଏହି ଶିବିରରେ ସରପଂଚ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ 

 

Related Post

ଖପ୍ରାଖୋଲ ଅଂଚଳରେ ମନ୍ଦିର ମାନଙ୍କରୁ ଚୋରି ରୋକିବାକୁ ବିଜେପି ତରଫରୁ ଥାନା ଆରକ୍ଷୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ଦାବିପତ୍ର

Posted by - May 20, 2022 0
ଖପ୍ରାଖୋଲ: ୨୦/୫(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଂଚଳରେ କିଛିଦିନ ହେଲା ମନ୍ଦିର ମାନଙ୍କରୁ ଚୋରୀ ହେଉଛି। ଘଟଣା ର ତଦନ୍ତ କରି ଚୋର…

ଯାଜପୁର ରେ ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଛି ବିିବାଦ

Posted by - January 9, 2019 0
ଯାଜପୁର ଜିଲା ବିଂଝାରପୁରରେ ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଛି ବିିବାଦ । ଦୀର୍ଘବର୍ଷ ଧରି ଏହି ମହୋତ୍ସବକୁ ଅରେଇ ପଂଚାୟତ ଆୟୋଜନ କରି ଆସୁଥିବା ବେଳେ…

ଖବର କାଗଜ ବିତରକ ଓ ମେଡିକାଲ ଅସ୍ଥାୟୀ କର୍ମଚରୀଙ୍କୁ ସହାୟତାର ହାତ ବଢାଇଲେ ବିଶ୍ୱ ରଂଜନ

Posted by - May 27, 2020 30
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କରେନା ମହାମାରି ସମୟରେ କରୋନା ଯୋଦ୍ଧା ସାଜି କାର୍ଯ୍ୟକରୁଥିବା ବରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅସ୍ଥାୟୀ କର୍ମଚାରୀ ଓ ବରୀ ଅଂଚଳର ଖବରକାଗଜ ବିତରକଙ୍କୁ…

ଘୋର ଅବ୍ୟବସ୍ଥା ଭିତରେ କାଶୀପୁର ପଞ୍ଚାୟତ ସମିତି ବୈଠକ ଶେଷ

Posted by - April 27, 2022 0
ରାୟଗଡ଼ା :(ଅଞ୍ଜନ କୁମାର ନାଏକ) ଘୋର ଅବ୍ୟବସ୍ଥା ଭିତରେ ରାୟଗଡା ଜିଲ୍ଲା କାଶୀପୁର ପଞ୍ଚାୟତ ସମିତି ବୈଠକ ସମାପ୍ତ ହୋଇଛି, କିଛି ସରପଞ୍ଚ ଓ ସମିତି ମଧ୍ୟ…

ଟିଟିଲାଗଡ ଷ୍ଟେଟବ୍ୟାଙ୍କ କର୍ମଚାରୀ ଶିବ ଶଙ୍କର ପଟ୍ଟନାୟକଙ୍କ ବଦଳି ବାତିଲ କରିବା ସହ ଟିଟିଲାଗଡ ଶାଖାକୁ ପ୍ରତ୍ୟାବର୍ତ୍ତନ ଦାବି

Posted by - July 29, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କ ପ୍ରଥମ ପସନ୍ଦ ଥିବା ବ୍ୟାଙ୍କ ଅଟେ। ଏହି ବ୍ୟାଙ୍କ ଉପରେ ଲୋକ ଆଖି ବୁଜି ବିଶ୍ୱାସ…

Leave a comment

Your email address will not be published.