ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ

941 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ । ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ରାଜ୍ୟ କଂଗ୍ରେସ ଆହ୍ବାନ କ୍ରମେ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଆଜି ଯାଜପୁର କଂଗ୍ରେସ କମିଟି ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।

ଏଠାରେ ଭିଡିଓ ଦେଖନ୍ତୁ 

ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟମାନେ ଆଜି ଏକ ଶୋଭାଯାତ୍ରାରେ ଆସି ହାତରେ ଫ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦ୍ର ସରକାରଙ୍କ ତୈଲ ଦର ବୃଦ୍ଧି ନିଷ୍ପତିକୁ ବିରୋଧ କରିଥିଲେ । ତେବେ ତୈଳ ଦର ଉପରେ ରୋକ ନଲାଗିଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦିଆଯାଇଛି । ଏହି ଅବସରରେ ସନ୍ତୋଷ ନନ୍ଦ,ବଳଭଦ୍ର ଦାସ, ମନୋରଂଜନ ଦାସ, ଦିଗାମ୍ବର କର ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ବୈଠକ କଲେ ପର୍ଯ୍ୟବେକ୍ଷକ

Posted by - March 10, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ଆଜି ବୋୖଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୌର ନିର୍ବାଚନ 2022 ପାଇଁ ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ମଲ୍ଲିକଙ୍କ…

ବିଜେପି ର ନିର୍ବାଚନୀ ବୈଠକ ଅନୁଷ୍ଠିତ

Posted by - December 4, 2021 0
ବସ୍ତା:ବସ୍ତା ବ୍ଲକ ଅନ୍ତର୍ଗତ ବରୁଣ ଗାଡିଆ ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର ସିଦ୍ଧେଶ୍ୱର ସାମଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟା ୭ ଘଟିକାରେ ଦରଡା ମଣ୍ଡଳ ସଭାପତି ବସନ୍ତ ବାରିକଙ୍କ…

ଵାଲିଆପାଳ ବ୍ଲକକୁ ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ଚଳଚଞ୍ଚଳ

Posted by - November 27, 2021 0
ବାଲିଆପାଳ:ବାଲେଶ୍ୱର ଜିଲ୍ଲା ଵାଲିଆପାଳ ବ୍ଲକକୁ ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିରୋଧିଙ୍କ ବିଭିନ୍ନ ପ୍ରସଙ୍ଗରେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ…

ମାଥିଲିରେ ବିଜେପି କର୍ମୀ ସମ୍ମିଳନୀ

Posted by - November 15, 2021 0
ମାଥିଲି:(ଅବଦୁଲ ଗନି)ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମପଞ୍ଚାୟତ ସଦର ମହୁକୁମା ବୈଠକ ଠାରେ ବିଜେପି ବରିଷ୍ଠ ନେତା କୁନାଲ ମିଶ୍ର ଙ୍କ ନେତୃତ୍ୱ ଓ ଜ଼ିଲ୍ଲା ପରିଷଦ…

ନୀଳଗିରି ବ୍ଲକ ଯୁବ ବିଜେଡ଼ି ର କାର୍ଯ୍ୟକାରିଣୀ ବୈଠକ

Posted by - August 12, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ପୂର୍ବାହ୍ନ ରେ, ମିତ୍ରପୁର ଠାରେ, ନୀଳଗିରି ଯୁବ ବିଜୁ ଜନତା ଦଳ, ନୀଳଗିରି ବ୍ଳକ ପକ୍ଷରୁ, ଏକ କାର୍ଯ୍ୟକାରିଣୀ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

Leave a comment

Your email address will not be published.