ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧରୀଙ୍କ ୩୬ତମ ପୁର୍ଣ୍ୟ ତିଥିରେ ରକ୍ତଦାନ ଶିବିର

441 17

ଅନୁଗୁଳ:(ମହେସ ଭୋମରାଜ )ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧରୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ୩୬ତମ ପୁର୍ଣ୍ୟ ତିଥି ଉପଲକ୍ଷ ଏକ ରକ୍ତଦାନ ଶିବିର ଅନଗୁଳ ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଦିପ ପ୍ରଜ୍ବଳନ କରି ଉକ୍ତ ଶିବିର କୁ ଓଧଘଟାନ କରିଥିଲେ .ଓ ଅନଗୁଳ ମୁଖ୍ୟଚିଖିତ୍ସା ଅଧିକାରୀ ଡକ୍ଟର ପ୍ରତାପ ବେହେରା ,ରକ୍ତ ଭଣ୍ଡାର ଅଧିକାରି ବିଶ୍ୱଜିତ ସାମଲ ଉପସ୍ଥିତ ରହି ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ .

Related Post

ତେଲିବନ୍ଧ ରୁ ଡିଡିଙ୍ଗା ପଦର PWD ରାସ୍ତା ମରାମତି ଦାବି

Posted by - October 24, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ସରକାର ତୃଣମୂଳ ଠାରୁ ଆରମ୍ଭ କରି ମାଳ ମାଳ ଯୋଜନା ବାହାର କରୁଛନ୍ତି । କିନ୍ତୁ ଜନସାଧାରଣ ଯୋଜନା ପାଇବା ପୂର୍ଵରୁ ବାଟମାରଣା ହେବା ନିତିଦିନିଆ…

ପୌରନିର୍ବାଚନ ପରିଚାଳନା ତାଲିମ ଶିବିର

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ମ୍ୟୁନିସିପାଲିଟି,ବିନିକା ଏନଏ ସି, ଓ ତରଭା ଏନ୍‌ଏସି ରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର…

ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ପ୍ରସ୍ତୁତି ବୈଠକ

Posted by - July 31, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ଆଜି ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ଠାରେ ଥିବା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ପ୍ରସ୍ତୁତି ବୈଠକ ସହକାରୀ ଜିଲ୍ଲାପାଳ ତଥା…

ଚାଷ ଜମିରୁ ହାତୀ ଛୁଆ ଉଦ୍ଧାର

Posted by - May 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ରାମପୁର, ଆଦି ବ୍ଳକ ରେ ହାତୀ ଉପଦ୍ରବ ଦିନ ପ୍ରତିଦିନ ବୃଦ୍ଧି…