ବରୀ ରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

350 0

ଯାଜପୁର ଅଫିସ:ବରୀ ବାଲିବିଲିରେ ସାମାଜିକ ଦୂରତା ଏବଂ ସରକାର ନିୟମ ଅବଲମ୍ବନକରି ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରୀ ଅଞ୍ଚଳର ବିଶିଷ୍ଟ ସାମାଜସେବୀ ମଦନ ମୋହନ ପତି ଉଦ୍‌ଘାଟନ କରିଥିଲେ ଯୁବ ସାମଜସେବୀ ଡ଼. ବିଶ୍ୱନାଥ ତ୍ରିପାଠୀ ବର୍ତ୍ତମାନ ସମ୍ପ୍ରତିକ ପରିସ୍ଥିତିରେ ଯୋଗର ଉପାଦେୟତା ଓ ପ୍ରୟୋଗ କେଉଁ ଭଳି ଭାବେ ମଣିଷକୁ ସୁସ୍ଥ ଏବଂ ନିରାମୟ କରେ ସେ ବିଷୟରେ ଆଲୋକପାତ କରିଥିଲେ

ଏହି କାର୍ଯ୍ୟକ୍ରମକୁ କାଶିନାଥ ମହାବିଦ୍ୟାଳୟର କ୍ରୀଡ଼ା ଅଧ୍ୟାପକ ଦେବବ୍ରତ ପତି ଏବଂ ଉଷାରାୟ ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପ୍‌ଟେନର ବନ୍ଦନା ପଣ୍ଡା ଉକ୍ତ ଯୋଗ ଶିବିରଟିବୁ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ପତି, କଲ୍ୟାଣ ସୁନ୍ଦର ପତି, ସୋମ୍ୟରଞ୍ଜନ ପତି, ଓମପ୍ରକାଶ ପତି, ଜ୍ୟୋତିପ୍ରକାଶ ଦାଶ, ସସ୍ମିତା ପତି, କରମବୀର ପତି, ବିବେକାନନ୍ଦ ନାଥ ଯୋଗଦାନ କଦେଇଥିଲେ ଏବଂ ସଞ୍ଜୟ କୁମାର ପାଢ଼ି ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଦେଢଶୁର ଆକ୍ରମଣରେ ଭାଇବୋହୂ ଗୁରୁତର ଅଭିଯୋଗ ,ପୋଲିସ ର କାର୍ଯ୍ୟାନୁଷ୍ଠାନ ଦାବି କଲେ ଆହତଙ୍କ ସ୍ୱାମୀ

Posted by - January 8, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର)- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ପଞ୍ଚାୟତର ଅଶୁର୍ଲା ଗ୍ରାମର ଜଣେ ମହିଳା ଦେଢଶୁରଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନେଇ…

ଅତାବିରା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

Posted by - January 16, 2022 0
ବରଗଡ/ଅତାବିରା:ବରଗଡ ସମ୍ବଲପୁର ୫୩ ନମ୍ବର ଜାତିୟ ରାଜପଥ ଦିନକୁ ଦିନ ମରଣଯନ୍ତା ସାଜିବସିଛି ।ଏହି ରାସ୍ତାରେ ଦୁର୍ଘଟଣା ମାନ ଧିରେ ଧିରେ ବଢିବାକୁ ବସିବା ସହ ଦ୍ରୁତ…

ସନ୍ଦେହ ଘେରରେ ଟ୍ରକ ଡ୍ରାଇଭର ଅଙ୍ଗୁର ଦଣ୍ଡିଆ ର ମୃତ୍ୟୁ

Posted by - April 18, 2022 0
ହରଭଙ୍ଗା : (ଚିତ୍ତ ରଂଜନ ସିଂ ) ଅଙ୍ଗୁର ଦଣ୍ଡିଆ ପିତା ସୁନା ଦଣ୍ଡିଆ ଯାହାଙ୍କର ବୟସ ପାଖାପାଖି ୨୭ବର୍ଷ ହେବ ,ବାଲିଗୁଡା କନ୍ଧମାଳ ଜିଲ୍ଲାର ଅଟନ୍ତି…

ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ୫୦୦ ମିଟର ର ତ୍ରିରଙ୍ଗା ପଦଯାତ୍ରା

Posted by - August 17, 2022 0
ସମ୍ବଲପୁର/ବରଗଡ/ଅତାବିରା ୧୪/୮(ରମାକାନ୍ତ ବିଶ୍ଵାଳ )ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ଆଜି ସକାଲ ସାଢେ ୯ ଟାରେ ଏକ ୫୦୦ ମିଟରର ଭବ୍ୟ ତ୍ରିରଙ୍ଗା…

Leave a comment

Your email address will not be published.