ରଥଯାତ୍ରା ପାଇଁ ରାଷ୍ଟ୍ରପତିଙ୍କୁ ଜିଲ୍ଲା ପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ସହ ଯାଜପୁରରେ ସୁଶାନ୍ତ ପାଢ଼ୀଙ୍କୁ ବିରୋଧ

474 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଯାଜପୁର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରଥଯାତ୍ରା ସମ୍ପାଦନ କରାଯିବା ଲାଗି ଏହି ଦାବିପତ୍ରରେ ଉଲେଖ କରାଯାଇଛି ।ଏଥିସହିତ ସୁପ୍ରିମକୋର୍ଟରେ ରଥଯାତ୍ରା ନହେବା ପାଇଁ ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀଙ୍କୁ ବିଶ୍ବହିନ୍ଦୁ ପରିଷଦ ବିରୋଧ କରିଛି ।

ଯାଜପୁରର ଗର୍ବ କହିଲେ ବନ୍ଧୁ ମହାନ୍ତି ହେଲେ କଳା ପାହାଡ଼ ସଦୃଶ ହୋଇ ଛିଡା ହୋଇଥିବା ସୁଶାନ୍ତ ପାଢ଼ୀଙ୍କୁ ଯାଜପୁରକୁ ପୁରାଇ ଦିଆଯିବ ନାହିଁ ବୋଲି ଦଳ ଚେତାବନୀ ମଧ୍ୟ ଦେଇଛି । ଏଥିସହ ଏହା ଓଡ଼ିଶାର ସାଡେ ଚାରିକୋଟି ଓଡ଼ିଆଙ୍କ ଆବେଗ ସହ ଜଗନ୍ନାଥ ସଂସ୍କୃତି ଜଡିତ । ଏହାର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି କହିଛି ସଂଘଠନ ।

 

Related Post

ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ କିନ୍ତୁ ଉପାନ୍ତ ରେ ଜନନୀ ଯନ୍ତ୍ରଣା

Posted by - December 1, 2021 0
ମାଲକାନଗିରି :(ଅବଦୁଲ ଗନି)ଜନନୀ ସୁରକ୍ଷା ଉପରେ ସରକାରୀ ତାହାବିଲରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି।କିନ୍ତୁ ଆଜିବି ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ର…

ମାଡ଼ି ଆସୁଛି ବାତ୍ୟା ପାଥେଇ! ଓଡିଶା କୁ ନାହି ଡର। ଓଡିଶା ର ଛଅ ଟି ଜିଲା ରେ ପ୍ରବଳ ବର୍ଷା ସମ୍ଭାବନା

Posted by - December 15, 2018 0
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ…

ନିଯୁକ୍ତି ପାଇଲେ ୬୧୩୧ ଜଣ ଶିକ୍ଷକ, କଳିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପ୍ରଦାନ

Posted by - December 17, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଡିସେମ୍ବର ୧୬ ତାରିଖ ଦିନ ଓଡିଶା ରାଜ୍ୟ ନିଯୁକ୍ତି ଇତିହାସରେ ଏକ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରି ରାଜ୍ୟ…

ଜଗନ୍ନାଥ ସଡ଼କ ଉପରେ ତିଆରି ହୋଇଥିବା ସେତୁ ର ଶଙ୍କଟାପର୍ଣ୍ଣ ଅବସ୍ଥା

Posted by - June 15, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧ ଜିଲ୍ଲା ରୁ ବାହାରି ମହାନଦୀ କୂଳେ କୂଳେ ଜଗନ୍ନାଥ କ୍ଷେତ୍ର ପୁରୀ କୁ ସିଧାସଳଖ ଲମ୍ବୀଯାଇଥିବା ରାସ୍ତା ର ନାମ ଜଗନ୍ନାଥ…

ଜାଣନ୍ତୁ କ’ଣ ଏହି ଧାରା ୩୭୦

Posted by - August 5, 2019 371
ନୂଆଦିଲ୍ଲୀ: କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅନୁଛେଦ ୩୭୦…

Leave a comment

Your email address will not be published.