Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଅନ୍ତରାଜ୍ୟ ଡକାୟତ ଈଶ୍ବର ମହାଳିକ ଘରେ ପୋଲିସ୍ ର ପୁଣି ଚଢାଉ,ଦୁଇ ଗିରଫ, ତିନି ଫେରାର୍

3775 42

ରେମୁଣା:(ସୌମ୍ୟାସାଇ ବାରିକ୍) ଆଜି ରେମୁଣା, ସହଦେବଖୁଣ୍ଟା ପୋଲିସ୍ ଡି. ଏସ୍.ପି. (କ୍ରାଇମ୍) ମନୋଜ ରାଉତ ଙ୍କ ନେତୃତ୍ଵରେ, ଅନ୍ତରାଜ୍ଯ ଡକାୟତ ଈଶ୍ବର ମହାଳିକ ଘରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ଘର ମଧ୍ୟରୁ ତିନୋଟି ଅଫୁଟା ହାତବୋମା, ୧୨ ଟି ତେଲଙ୍ଗ କଟୁରୀ, ଗୋଟାଏ ପୋଲିସ ସାଇରନ ଓ ବହୁ ମାରଣାସ୍ତ୍ର ଜାବଦ କରିଥିଲା। ପୂର୍ବ କେଶ୍ ରେ ସମ୍ପୃକ୍ତ ସ୍ତ୍ରୀ ଜୟନ୍ତୀ ଓ ଝିଅ ପିଙ୍କି ମହାଳିକ କୁ ଗିରଫ କରି ନେଇ ଯାଇଥିଲା ବେଳେ ଆଉ ତିନି ଜଣ ଅଭିଯୁକ୍ତ ଫେରାର୍ ହୋଇ ଯିବାକୁ ସଫଳ ହୋଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୩ ତାରିଖ ବିଳମ୍ବିତ ରାତ୍ରିରେ ପରିବାର ସହିତ ଲୁଟ୍ କରିବା ଘଟଣା ରେ ରେମୁଣା, ସହଦେବଖୁଣ୍ଟା ଓ ଶିଳ୍ପାଞ୍ଚଳ ଥାନା ପୋଲିସ୍ ମିଳିତ ଭାବେ ଚଢ଼ାଉ କରି ଦୀର୍ଘ ୫ ଘଣ୍ଟା ର କସରତ ପରେ ଈଶ୍ବର କୁ ଗିରଫ୍ କରିବା କୁ ସଫଳ ହୋଇଥିଲେ। ଏହି ଚଢାଉ ର ନେତୃତ୍ୱ ନେଇଥିବା ଡି. ଏସ୍. ପି. ( କ୍ରାଇମ୍) ଶ୍ରୀ ରାଉତ କହନ୍ତି ପୂର୍ବ ଘଟଣା ର ତଦନ୍ତ ର ଅଗ୍ରଗତି ପାଇଁ ଆଜି ଏହି ଚଢାଉ କରା ଯାଇଥିଲା।

Related Post

କାଳିଆ ପାଇଁ କାମ କରୁଛୁ

Posted by - May 13, 2019 50
ପୁରୀକୁ ବିଜୁଳି ସଂଯୋଗ ଲାଗି ପଶ୍ଚିମବଙ୍ଗରୁ ଆସିଥିବା କୁଶଳୀ ଶ୍ରମିକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି। ଦିନ ରାତି ଏକ କରିଦେଇଛନ୍ତି। ସେମାନଙ୍କୁ ପଚାରିଲେ…

ବହୁ ଲକ୍ଷ ଟଙ୍କା ବ୍ଯୟରେ ମରାମତି ଯେ ଏମ୍ ଏଫ୍ ସି କୋର୍ଟ ଗୃହରେ ରେ ବର୍ଷାଜଳ,,ମୌସୁମୀର ପ୍ରଥମ ବର୍ଷାରେ ଉବୁଟୁବୁ କୋର୍ଟ ପରିସର

Posted by - June 25, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ର ପଛୁଆ ଜିଲ୍ଲାର ମାନ୍ୟତା ପାଇଥିବା କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ କିଛି ଦୁର୍ନତୀ ଗ୍ରସ୍ତ ଅଧିକାରୀ…

ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ

Posted by - July 12, 2021 0
ଭୁବନେଶ୍ବର: ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ। କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ନୂଆ କୋଠା। ଏଥିପାଇଁ ପବିତ୍ର ରଥଯାତ୍ରା ଅବସରରେ ବିଜେଡି ସୁପ୍ରିମୋ ନବୀନ…

ବିଜୁ ଏକ୍ସପ୍ରେସ ୱେ ରୋଲର ବଦଳରେ ଲୁହା ପ୍ଲେଟ କରୁଛି ପିଚୁ ରାସ୍ତା ମରାମତି

Posted by - November 1, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗମନାଗମନ ର ସୁବିଧା ପାଇଁ ସରକାର ବ୍ୟାପକ ଯୋଜନା କରି ବହୁକୋଟି ଟଙ୍କା ବ୍ୟୟ କରୁଥିଲେ ହେଁ କିଛି ଅସାଧୁ ଠିକାଦାର ଙ୍କ ଲାଭଖୋର…

There are 42 comments

  1. I really love your website.. Great colors & theme. Did you develop this web site yourself? Please reply back as Iím trying to create my own blog and would like to learn where you got this from or what the theme is named. Cheers!

  2. Hello there, I believe your site might be having web browser compatibility issues. When I take a look at your website in Safari, it looks fine however, when opening in Internet Explorer, it has some overlapping issues. I simply wanted to give you a quick heads up! Besides that, fantastic website!

  3. An outstanding share! I’ve just forwarded this onto a coworker who has been conducting a little research on this. And he actually bought me dinner due to the fact that I found it for him… lol. So allow me to reword this…. Thank YOU for the meal!! But yeah, thanks for spending the time to talk about this issue here on your web page.

  4. May I simply just say what a comfort to find a person that truly knows what they’re talking about on the internet. You definitely understand how to bring a problem to light and make it important. A lot more people should check this out and understand this side of your story. It’s surprising you aren’t more popular since you most certainly have the gift.

  5. I’d like to thank you for the efforts you have put in writing this website. I really hope to check out the same high-grade content from you in the future as well. In truth, your creative writing abilities has inspired me to get my very own site now 😉

Leave a comment

Your email address will not be published.